ପରଲୋକରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜସୱନ୍ତ ସିଂ

0 2,498

ଦିଲ୍ଲୀ,୨୭/୯(ସତ୍ୟସନ୍ଧାନ ଡେସ୍କ ) ଆଜି ସକାଳେ ୮୨ ବର୍ଷ ବୟସରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜସୱନ୍ତ ସିଂ ଙ୍କର ଦେହାନ୍ତ ହୋଇଛି।ଅଟଳ ବିହାରୀ ବାଜପେୟୀ ସରକାରରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ।ଜସୱନ୍ତ ସିଂ ପ୍ରଥମେ ଦେଶର ସେନା ଭାବରେ ଯୋଗ ଦେଇଥିଲେ ଓ ପରେ ସେନାରୁ ଅବସର ଗ୍ରହଣ କରିବା ପରେ ରାଜନୀତିରେ ରାଜନୀତିରେ ସକ୍ରିୟ ରହିଥିଲେ।୧୯୮୦ ରୁ ୨୦୧୪ ଯାଏ ସେ ସାଂସଦ ରହି ରେକର୍ଡ ସୃଷ୍ଟି କରିଥିଲେ । ସେ ରାଜ୍ୟସଭାର ସଦସ୍ୟ ଭାବରେ ପାଞ୍ଚଥର, ଲୋକସଭାକୁ ଚାରିଥର ନିର୍ବାଚିତ ହୋଇଥିଲେ। (୧୯୯୮-୨୦୦୪) ସମୟରେ ବାଜପେୟୀ ସରକାର ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ।

Leave A Reply

Your email address will not be published.