ମେଡିକାଲରେ ମାଓନେତା ସବ୍ୟସାଚୀ

0 284

ଭୁବନେଶ୍ୱର,୫/୭(ଏସଏସନିଉଜ) ମାଓନେତା ସବ୍ୟସାଚୀ ପଣ୍ଡା ବ୍ରହ୍ମପୁର ଏମକେସିଜି ରେ ଭର୍ତ୍ତି. ହୋଇଛନ୍ତି ।ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଆସି ଏମକେସିଜ ର ଇଏନ୍‌ଟି ଓ୍ୱାର୍ଡରେ ଭର୍ତ୍ତି ହୋଇଛନ୍ତି.ାମେଡିକାଲରେ ଭର୍ତ୍ତି ହେବା ନେଇ ସୂଚନା ଦେଇଛନ୍ତି କାରାଗାର କର୍ତ୍ତୃପକ୍ଷ.ାମେଡିକାଲରେ ସବ୍ୟସାଚୀଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.