ଆଜିର ଅନୁଚିନ୍ତା (ତାରିଖ-୨୩/୦୪/୨୦୨୦)

0 3,616

ଦାନ କଲେ ପଇସା ଯାଏ ଲଷ୍ମୀ ନୁହେଁ ,ଘଣ୍ଟା ବନ୍ଦ କଲେ ଘଣ୍ଟା ବନ୍ଦ ହୁଏ ସମୟ ନୁହେଁ ,ମିଛ ଲୁଚେଇଲେ ମିଛ ଲୁଚିଯାଏ ସତ ନୁହେଁ , ଯେକୌଣସି କାର‌୍ୟ୍ୟ ଯଦି ପ୍ରେମ ଭାବ ନେଇ କରିବ ତା ହେଲେ ତାହା ଅବଶ୍ୟ ସଫଳ ହେବ, ପ୍ରେମ ବଳରେ ଯେଉଁ ପ୍ରୟାସ କରାଯାଇଥାଏ ତାହା ଆମକୁ ଜୀବନରେ ଆଗକୁ ବଢ଼ିବାର ପ୍ରେରଣା ଦେଇଥାଏ । ଆଖିରେ ଟିକେ କିଛି ପଡିଗଲେ ଯେମିତି ଦୁନିଆଟା ଆମକୁ ଅନ୍ଧାର ଭଳି ଦିଶେ ଠିକ୍ ସେମିତି ବାପା,ମାଆଙ୍କ ଆଶୀର୍ବାଦ ବିନା ଆମ ଜୀବନ ବି ଏକ ଅନ୍ଧାକାର ଭଳି..ଖୁସି କିଛି ସମୟ ପାଇଁ ଆସିଥାଏ ଓ ଖୁବ୍ ଶୀଘ୍ର ଚାଲିଯାଏ ଦୁଃଖ ଅଧିକ ସମୟ ପାଇଁ ରହିଥାଏ କିନ୍ତୁ ଯେତିକି ସମୟ ରହିଯାଏ, କିଛି ଭଲ ଶିକ୍ଷାଦେଇଯାଏ..ନିଜର ଲୁହକୁ ନିଜ ହାତେ ପୋଛିବାକୁ ଚେଷ୍ଟା କରନ୍ତୁ କାହିଁକିନା ଆଜିର ଦୁନିଆରେ ଲୋକେ ଦୁଃଖ କମ୍ ଓ ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରନ୍ତି । ଜୟ ଜୟ ସୋମନାଥ ।

Leave A Reply

Your email address will not be published.