ଆସିପାରେ କରୋନା ମହାମାରୀର ତୃତୀୟ ଲହର

0 3,386

ଖବର ଆଜି ସକାଲର,ତାରିଖ ୨୯/୦୯/୨୦ ମଙ୍ଗଳବାର।
୧-IPL 2020:ସୁପର ଓଭର ସୁପର ମୁକାବିଲା, ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।
୨-ଯୁକ୍ତ୩ କଟ୍ ଅଫ୍ ମାର୍କ ପ୍ରକାଶ : ସବୁ ବିଭାଗରେ ବିଜେବି ଆଗରେ।
୩-ସ୍ପେସାଲ୍ ଅଲିମ୍ପିକ୍ସରେ ଚମକିଲେ ଦିବ୍ୟାଙ୍ଗ ରଶ୍ମିରେଖା, ଷ୍ଟ୍ରିଟ୍ ଡ୍ୟାନ୍‌ସରେ ଓଡ଼ିଆ ପୁଅ ସଙ୍କେତ
୪-ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ : ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ, ସେପଟେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି।
୫-ଆସନ୍ତା ୨ ଦିନ ପାଗ ଶୁଖିଲା ରହିବା ସହ ବଢିବ ତାପମାତ୍ରା । ୩୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ।
୬-ରାଜ୍ୟରେ ୧୪ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ।
୭-ଏଣିକି ମିଠାର ଏକ୍ସପାଏରୀ ଡେଟ୍ ଜଣାଇବେ ଦୋକାନୀ । ନିୟମ ନମାନିଲେ ହେବ ବଡ ଜରିମାନା । ଅକ୍ଟୋବର ପହିଲାରୁ ନିୟମ ଲାଗୁ ।
୮-ତିର୍ତ୍ତୋଲ ଅଞ୍ଚଳରେ ୨ଟି ସେତୁର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଲେ କରୋନା ଲଢେଇ ସହ ବିକାଶ ବି ଜାରି ରହିବ।
୯-ବଲିଉଡ୍ ଡ୍ରଗ୍ସ ଲିଙ୍କ୍: ଦୀପିକା, ଶ୍ରଦ୍ଧା ଓ ସାରାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବ ଏନସିବି।
୧୦-ଅନୀଲଙ୍କ ବିଦେଶ ସମ୍ପତ୍ତି ଜବତ କରିବ ଚାଇନା ବ୍ୟାଙ୍କ
୧୧-ଭାରତୀୟ ସେନାଙ୍କ ନିମନ୍ତେ ଆମେରିକାରୁ କିଣାଯିବ ୭୨୦୦୦ ରାଇଫଲ; ଖର୍ଚ ହେବ ୭୮୦ କୋଟି ଟଙ୍କା।
୧୨-ରାଜଧାନୀରେ ଚାଞ୍ଚଲ୍ୟ: ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୮ ଲକ୍ଷ ଟଙ୍କା ଲୁଟି ନେଲା ଦୁର୍ବୃତ୍ତ।
୧୩-ଆସିପାରେ କରୋନା ମହାମାରୀର ତୃତୀୟ ଲହର: ବ୍ରିଟିଶ୍ ବିଶେଷଜ୍ଞଙ୍କ ଆଶଙ୍କା।
୧୪-ବିଶେଷ ଟ୍ରେନ୍ ପାଇଁ ଅତିରିକ୍ତ ରହଣି: ପୁରୀକୁ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ।
୧୫-ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ସୂଚନା ଦେଲେ ନନ୍ଦନକାନନ ଉପନିର୍ଦ୍ଦେଶକ । କରୋନା ଯୋଗୁଁ ବନ୍ଦ ହୋଇଥିଲା ନନ୍ଦନକାନନ ।
୧୬-୮୦ ଦିନ ପରେ ନୀଳଗିରି ବିଧାୟକ ପୁଣି ସଂକ୍ରମିତ । ଜୁଲାଇ ୬ରେ ଆକ୍ରାନ୍ତ ହୋଇଥିଲେ, ଏବେ ପୁଣି ପଜିଟିଭ । କହିଲେ, ପୂର୍ବରୁ ନଥିଲା ଲକ୍ଷଣ, ଏବେ ହେଉଛି ଜର ।

Leave A Reply

Your email address will not be published.