କରୋନାରେ ଆକ୍ରାନ୍ତ ହେଲେ କ୍ରୀଡାମନ୍ତ୍ରୀ

0 3,197

ଭୁବନେଶ୍ୱର,୨୫/୯(ଏସ ଏସ ନିୟୁଜ )କରୋନାରେ ଆକ୍ରାନ୍ତ ହେଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ସେ ହୋମ୍ ଆଇସୋ ଲେସନରେ ରହିଥିବା କହିଛନ୍ତି । ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.