ପିଚୁ କାରଖାନାରେ ନିଆଁ

0 1,681

ସମ୍ବଲପୁର,୨/୧୦(ଏସ ଏସ ନିୟୁଜ )ପିଚୁ କାରଖାନାରେ ନିଆଁ ।ଏହିଭଳି ଘଟଣ। ଘଟିଛି ସମ୍ବଲପୁରରେ ଥିବା ପିଚୁ କାରଖାନାରେ।ପିଚୁ କାରଖାନାରେ ନିଆ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତିଜଳିପୋଡି ପାଉଁଶ ହୋଇଯାଇଛି ।ବିଳମ୍ୱିତ ରାତିରେ ପିଚୁ ଫ୍ୟାକ୍ଟ୍ରିରେ ପାଇପ୍ ଫାଟିବାରୁ ଅଚାନକ ଅଗ୍ନିକାଣ୍ଡ ଘଟି ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ୪ଟି ଦମକଳ ବାହିନୀ ଆସି ନିଆଁ ଆୟତ କରିଥିଲା।

Leave A Reply

Your email address will not be published.