ବଢୁଛି ଭାରତ-ଆମେରିକା ମଧ୍ୟରେ ସାମରିକ ସହଯୋଗ

0 2,732

ଖବର ଆଜି ସକାଳର,ତାରିଖ ୦୪/୧୦/୨୦ ରବିବାର
୧-ବିରାଟଙ୍କ ଦମଦାର ଅର୍ଦ୍ଧଶତକ । ୮ ୱିକେଟରେ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
୨-ଆଇପିଏଲ୍‌-୧୩: କୋଲକାତା ନାଇଟ ରାଇଡର୍ସକୁ ୧୮ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ୍।
୩-ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ଏସସିବି ମେଡିକାଲରେ ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର ।
୪-ଆଜି ୟୁପିଏସ୍‌ସି ପ୍ରିଲିମିନାରୀ; ୧୦.୫୮ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା।
୫-ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।
୬-ମହାମେଣ୍ଟର ଛିଣ୍ଡିଲା ଆସନ ଭାଗବଣ୍ଟା – ୧୪୪ ଆସନରେ ପ୍ରାର୍ଥୀ ଦେବ ଆରଜେଡି, ୭୦ରେ କଂଗ୍ରେସ।
୭-ହାଥରସ୍ ପୀଡ଼ିତାଙ୍କ ମାମଲା ଲଢ଼ିବେ ନିର୍ଭୟାଙ୍କ ଓକିଲ।
୮-ସିବିଆଇ କରିବ ହାତରସ୍ କାଣ୍ଡର ତଦନ୍ତ – ମୁଖ୍ୟମନ୍ତ୍ରୀ ଯୋଗୀ ଦେଲେ ସିବିଆଇକୁ ତଦନ୍ତ ଭାର।
୯-ଦୀର୍ଘତମ ହାଇଓ୍ବେ ଟନେଲ ଲୋକାର୍ପିତ: ସେନାର ବୃଦ୍ଧି ପାଇବ ଶକ୍ତି, ଚାଇନାକୁ ଘାରିଲା ଚିନ୍ତା
୧୦-ଘୋଷଣା ହେଲା ଫ୍ଲିପ୍‌କାର୍ଟର ‘ବିଗ୍ ବିଲିୟନ ଡେ’‌;ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ଅକ୍ଟୋବର ୨୧ ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
୧୧-ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିରଳ ଅସ୍ତ୍ରୋପଚାର : ନାସାରନ୍ଧ୍ରରୁ ବାହରିଲା ଗଲ୍ଫ ବଲ୍ ଆକାରର ଟ୍ୟୁମର୍।
୧୨-ଭାରତ ସରକାରଙ୍କ ‘ନୂତନ କୃଷିନୀତି’ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ , ମୋଦି ସରକାର ଥିବା ପର୍ଯ୍ୟନ୍ତ ଏମ୍ଏସ୍ପି ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ : ଧର୍ମେନ୍ଦ୍ର ପ୍ରଧାନ।
୧୩-ବାଚସ୍ପତିଙ୍କ ରୁଲିଂ – ସରକାରୀ, ଘରୋଇ ହସ୍ପିଟାଲର ହେବ କୋଭିଡ ପରିଚାଳନା ଯାଞ୍ଚ।
୧୪-ସରକାରୀ କ୍ଷମତାର ଅପବ୍ୟବାହର କରି ଆଲବମ୍ ହିରୋ ସାଜିଲେ ଚିତ୍ରକୋଣ୍ଡା ବିଡିଓ । ସରକାରୀ ବାସଭବନରେ ହେଲା ଆଲବମ୍ ସୁଟିଂ, ଅଭିନେତ୍ରୀଙ୍କୁ ନେଇ ବୋଟରେ କଲେ ଅଭିନୟ ।
୧୫-ହାଥରସରେ ରାହୁଲ ଗାନ୍ଧୀ, ପୀଡିତାଙ୍କ ମାଆଙ୍କୁ ଆଲିଙ୍ଗନ କଲେ ପ୍ରିୟଙ୍କା,।
୧୬-ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରେ ରହୁଥିବା ୨୨ ବର୍ଷିୟ ସହେଲି ପାଲ ୩ ଲକ୍ଷ ମାଚିସ୍ କାଠିରେ ତାଜମହଲର ପ୍ରତିରୂପ ତିଆରି କରିଛନ୍ତି।ଗିନିଜ୍ ୱାର୍ଲଡ ରେକର୍ଡ କରିବାକୁ ରଖିଛନ୍ତି ଲକ୍ଷ୍ୟ।
୧୭-ବଢୁଛି ଭାରତ-ଆମେରିକା ମଧ୍ୟରେ ସାମରିକ ସହଯୋଗ, ଆଣ୍ଡାମାନରେ ଓହ୍ଲାଇଲା ଆମେରିକାର ସାମରିକ ବିମାନ।
୧୮-ସମ୍ବାଦ’ର ବରିଷ୍ଠ କର୍ମଚାରୀ ପ୍ରମୋଦ ଶତପଥୀଙ୍କ ପରଲୋକ, ବାତିଲ୍ ହେଲା ‘ସମ୍ବାଦ’ର ସ୍ୱନକ୍ଷତ୍ର ଉତ୍ସବ।

Leave A Reply

Your email address will not be published.