ବିକଳ ହୋଇ ଖୋଜୁଛନ୍ତି ଭାଇଭଉଣୀ

0 2,515

ଖବର ଆଜି ସକାଳର,ତାରିଖ ୦୯/୧୦/୨୦ ଶୁକ୍ରବାର।
୧-ରସିଦ ଖାନଙ୍କ ଚମତ୍କାର ବୋଲିଂ । ୬୯ ରନରେ ବିଜୟ ହାସଲ କଲା ସନରାଇଜର୍ସ ହାଇଦ୍ରାବାଦ
୨-କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦେହାନ୍ତ । ୭୪ ବର୍ଷ ବୟସରେ ଆଖିବୁଜିଲେ, ଉଭୟ ଏନଡିଏ ଓ ୟୁପିଏ ସରକାରରେ ରହିଛନ୍ତି ମନ୍ତ୍ରୀ ।
୩-ଖୋଲିପାରେ ସ୍କୁଲ, ପ୍ରସ୍ତୁତି ଆରମ୍ଭ : ସ୍କୁଲ ପରିସର ସଫା କରିବା ପାଇଁ ନିର୍ଦେଶ ଦେଲେ ରାଜ୍ୟ ସରକାର।
୪-‘ଟିଆର୍‌ପି’ ଜାଲିଆତି କରି ଦୁଇ ଟିଭି ଚାନେଲ୍ ମାଲିକ ଗିରଫ, ରିପବ୍ଲିକ୍ ଟିଭି ଉପରେ ନଜର: ପୁଲିସ।
୫-କୋଭିଡ-୧୯ କଟକଣା ମଧ୍ୟରେ ଶ୍ରୀମନ୍ଦିର ଖୋଲିବା ନେଇ ଆଜିଠୁ ଗୁରୁତ୍ୱପୂର୍ଣ୍ଣ ବୈଠକ।
୬-ସାହିତ୍ୟରେ ନୋବେଲ ପାଇଁ ଘୋଷଣା । ଆମେରିକା କବୟତ୍ରୀ ଲୁଇସ ଗ୍ଲୁକ ପାଇବେ ନୋବେଲ
୭-ଭୟଙ୍କର ବିସ୍ଫୋରଣ: ନିଖୋଜ ଭାଇକୁ ବିକଳ ହୋଇ ଖୋଜୁଛନ୍ତି ସାନ ଭାଇ ଓ ବଡ ଭଉଣୀ, ଖଣ୍ଡବିଖଣ୍ଡିତ ହୋଇ ପଡିଥିବା ମାଂସ ଟୁକୁଡାର ହେବ ଡିଏନ୍‌ଏ ଟେଷ୍ଟ
୮-ପେଟ୍ରୋଲ୍ ଟାଙ୍କି ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କାର ସହାୟତା; ଗୁରୁତର ଆହତଙ୍କୁ ୪ ଲକ୍ଷ।
୯-ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ କଲା ବାୟୁସେନା । ହିଣ୍ଡେନ ଏୟାରବେସରେ ରାଫେଲ, ତେଜସ-ଜାଗୁଆର ସହ ସୁଖୋଇ ଦେଖାଇଲା ଦମ୍ । ଶତ୍ରୁକୁ ସାବଧାନ କଲେ ବାୟୁସେନା ମୁଖ୍ୟ । ଭିଡିଓ ଟ୍ୱିଟ କରି ମୋଦି ଦେଲେ ଶୁଭେଚ୍ଛା ।
୧୦-ପ୍ରତି ୧୬ ସେକେଣ୍ଡରେ ଜନ୍ମ ହେଉଛନ୍ତି ଗୋଟିଏ ମୃତ ଶିଶୁ: ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ।
୧୧-କରୋନା ଲଢେଇ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଜିଲ୍ଲାକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଶଂସା।
୧୨-ଚଳିତ ବର୍ଷ ଭାରତର ଜିଡିପି ୯.୬ ଭାଗକୁ ହ୍ରାସ ପାଇବ : ବିଶ୍ୱ ବ୍ୟାଙ୍କ୍‍
୧୩-ନିର୍ବାଚନ ରାଜ୍ୟରେ ରାଜନୈତିକ ସମାବେଶ ପାଇଁ ଅନୁମତି : ଗୃହ ମନ୍ତ୍ରଣାଳୟ କରୋନା ଗାଇଡଲାଇନରେ କଲେ ସଂଶୋଧନ।
୧୪-ସାମନ୍ତରାପୁରରେ ମିଠା ଦୋକାନୀକୁ ହତ୍ୟା ଘଟଣାର ମୁଖ୍ୟଅଭିଯୁକ୍ତ ରାଜକୁମାର ବେହେରାର ଆତ୍ମସମର୍ପଣ।
୧୫-ଏଟିଏମ ଟ୍ରାଞ୍ଜାକ୍ସନ ଫେଲ୍ ପରେ ବି କଟିଥିବା ଟଙ୍କା ଆକାଉଣ୍ଚକୁ ନ ଆସିଲେ ଜରିମାନା ଦେବ ବ୍ୟାଙ୍କ୍।
୧୬-ବିଶ୍ୱ ବ୍ୟାଙ୍କର ଚେତାବନୀ ! କରୋନା କାରଣରୁ ୧୫ କୋଟି ଲୋକ ଅତ୍ୟଧିକ ଗରିବ ହେବା ସମ୍ଭାବନା।
୧୭-ଋଷର ଟିକା ସ୍ପୁଟନିକ୍-ଭିର ବଡ଼ ଆକାରରେ ପରୀକ୍ଷଣ କରିବାକୁ ଅନୁମତି ଦେଲା ନାହିଁ ଭାରତ।
୧୮-ନୂଆ ରୂପରେ ଫେରୁଛି କଳିଙ୍ଗ ଷ୍ଟୁଡିଓ: ୨ ମାସରେ ଆକର୍ଷଣୀୟ ତୋରଣ, ନିର୍ମିତ ହେବ ବସ୍‌ଷ୍ଟାଣ୍ଡ୍‌, ରେଳ ଷ୍ଟେସନ

Leave A Reply

Your email address will not be published.