୧୯ରୁ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉସ୍‌ବ

0 242

ଭୁବନେଶ୍ବର,୧୧/୨(ଏସଏସନିୟୁଜ)କୋଣାର୍କ ନାଟ୍ୟମଣ୍ଡପରେ ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉସ୍‌ବ ଆସନ୍ତା ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ହେବାକୁ ଯାଉଛି । ଶାସ୍ତୀୟ ନୃତ୍ୟ ଓ ସଙ୍ଗୀତ ପ୍ରତ୍ୟେହ ସନ୍ଧ୍ୟା ୬.୪୫ମିନଟରେ ଆରମ୍ଭ ହୋଇ ରାତ୍ର ୧୦ଟା ପର୍ଯ୍ୟନ୍ତ ଚାଲିବ । ତିିନଟି ପର୍ଯ୍ୟାୟରେ ଖ୍ୟାତିସମ୍ପନ୍ନ କଳାକାରମାନଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟର ସମାରୋହ କୋଣାର୍କ ନାଟ୍ୟମଣ୍ଡପରେ ହେବ ।ଏହି ଖ୍ୟାତିସମ୍ପନ୍ନ ମହାକୁମ୍ଭ ନିମନ୍ତେ ଯୋରଦାର ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.