Monthly Archives

June 2020

ନାବାଳିକାକୁ ର୍ଦୁବ୍ୟବହାର, ନାବାଳକ ଗିରଫ

ଡେଲାଙ୍ଗ,୩୦/୬ ( ଏସଏସନିୟୁଜ)ଡେଲାଙ୍ଗ ଥାନା ଅଂଚଳର ଖଣ୍ଡି ମଙ୍ଗଳପୁର ଗ୍ରାମର ଜଣେ ୪ ବର୍ଷର ନାବଳିକାକୁ ଦୁର୍ବବ୍ୟବହାର କରିବା ଅଭିଯୋଗରେ ଜଣେ ୧୭ ବର୍ଷିୟା ନାବାଳକକୁ ଡେଲାଙ୍ଗ ପୋଲିସ ଗିରଫ କରି କୋର୍ଟଚାଲଣ କରିଛି । ଅଭିଯୋଗ ଅନୁଯାୟୀ ନାବାଳିକ ଜଣକ ଦାଣ୍ଡଦୁଆରେ ଖେଳୁଥିବା ସମୟରେ ସେହି…

ଅନଲକ ୨.୦ ପାଇଁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ଅନଲକ ୨.୦ ପାଇଁ ରାଜ୍ୟ ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ସାଢେ ତିନି ମାସ ହେବ କରୋନା କୁ ମୁକାବିଲା କରିବାପାଇଁ ଆରମ୍ଭ ହୋଇଥିବା ଯୁଦ୍ଦ୍ୟ ଯୋଗୁ ଅନ୍ୟଠାରୁ ଓଡିଶାର ଓଡିଶାର କୋଭିଡ ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ…

ପୁରୀରୁ ଆରମ୍ଭ ଖୋର୍ଦ୍ଧାରେ ଶେଷ ହେଲା ଚାକିରି

ବାରଙ୍ଗ,୩୦/୬(ଏସଏସନିୟୁଜ)ଚାକିରି ଜୀବନ ପୁରୀ ଜିଲ୍ଲାରୁ ଆରମ୍ଭ କରି ଖୋର୍ଦ୍ଦାଶିକ୍ଷାଜିଲ୍ଲାରେ ସମାପ୍ତ କରିଛନ୍ତି ରମାକାନ୍ତ । ରମାକାନ୍ତ ପଣ୍ଡା ଙ୍କ ହେଉଛି ଭୁବନେଶ୍ୱର ଉପକଣ୍ଠ ମଚେଂଶ୍ୱରଥାନା ଅଧିନସ୍ଥ ବରିମୁଣ୍ଡ ଗ୍ରାମ ।ନିଶା ରହିଥିଲା ପିଲାମାନଙ୍କୁ ପାଠପଢାଇବା ।ଏହା  ସହିତ ତାଙ୍କ…

କରୋନା ଆକ୍ରାନ୍ତଙ୍କ ସ°ଖ୍ୟା ୭୦୬୫କୁ ବୃଦ୍ଧି

ଭୁବନେଶ୍ବର,୩୦/୬(ଏସଏସନିୟୁଜ) ପୁଣି ୨୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏମାନଙ୍କ ମଧ୍ୟରେ…

ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ

ସଂକ୍ଷେପରେ ଆଜି ସକାଳର ଖବର ,ତାରିଖ ୩୦/୦୬/୨୦, ମଙ୍ଗଳବାର ୧-ଚାଇନା ଉପରେ ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ: ବ୍ୟାନ୍ ହେଲା ଟିକ୍‌ଟକ୍ ସହ ୫୯ ଆପ। ୨-ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମ୍‌ଡେସିଭିର୍। ୩-୩ଜଣ ଆଇଏଏସଙ୍କ ବଦଳି ପରେ ରାଜ୍ୟ ସରକାର ଗତକାଲି ୧୫ଜଣ ଓଏଏସଙ୍କୁ ବଦଳି…

ଜୁଲାଇ ଶେଷରେ ମାଟ୍ରିକ ଫଳ

ଭୁବନେଶ୍ୱର,୨୯/୬(ଏସଏସନିୟୁଜ)ମାଟ୍ରିକପରୀକ୍ଷାଫଳ ଜୁଲାଇମାସର ଶେଷସପ୍ତାହରେ ପ୍ରକାସ ପାଇବାର ସମ୍ବାବନା ରହିଛି । କାରଣ ଜୁନ୩୦ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଖାତାଦେଖା ସରିବାର ଟାର୍ଗେଟରେ ରହିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ଏହି କାର୍ଯ୍ୟ ଶେଷପର୍ଯ୍ୟାୟରେ ପହଁଚିଛି ।ସମସ୍ତ…

୧୨ଟାରେ ରଥଟଣା

ପୁରୀ,୨୯/୬(ଏସଏସନିୟୁଜ) ୧ତାରିଖରେ ଚତୁର୍ଦ୍ଧାମୁର୍ତୀଙ୍କର ବାହୁଡା ଯାତ୍ରା । ବାହୁଡାଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିତୀ ନିର୍ଘଂଟ ହୋଇଛି ।ଭୋର୪ଟାରେ ମଙ୍ଗଳଆରତି,ମଇଲମ ୪.୧୫ମି. ୪.୩୦ରେ ତଡପଲାଗି ଓ ରୋଷହୋମ, ଅବକାଶ ୫ଟାରେ,୫.୧୫ରେ ସୁର୍ଯ୍ୟପୁଜା,୫.୩୦ରେ ଦ୍ୱାରପାଳ ପୁଜା ଓ…

ଆଜି ଆପଣଙ୍କ ରାଶି କଣ କହୁଛି ଜାଣନ୍ତୁ

ଆଜି ଜୁନ ୩୦ ତାରିଖ ୨୦୨୦ମସିହା(ମଙ୍ଗଳବାର) ,ଆଷାଢ-ଶୁକ୍ଳପକ୍ଷ ,ତିଥି -ଦଶମୀ ,ମକର ରାଶିର ଘାତବାର ଅଦ୍ୟ ଦଶମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଆଜି ଶିମ୍ବ ଭକ୍ଷଣ ନିଷେଧ ,ଆଜିର ରାଶିଫଳ ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,…

ବ୍ୟାନ୍ ହେଲା ଚାଇନା ଆପ୍ , ଲାଗୁ ହେଲା ଅନଲଗ୍-୨:ରାତି ୧୦ ରୁ ସକାଳ ୫ କର୍ଫୁ

ନୂଆଦିଲ୍ଲୀ/ଭୁବନେଶ୍ବର :୨୯/୬(ଏସଏସଏନ୍) କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ଅନଲକ୍‌-୨ ଗାଇଡଲାଇନ୍‌। ତାହିତ ବ୍ୟାନ୍ ହୋଇଛି ଚାଇନା ଆପ୍ ।ଲଦାଖ ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିବା ଚାଇନାକୁ ମହଙ୍ଗା ପଡ଼ିଛି। ସୀମା ବିବାଦ ପାଇଁ ମୋଦି ସରକାର ଚାଇନା ଉପରେ ଡିଜିଟାଲ…

କରୋନା-ପୁଣି ଭୁବନେଶ୍ୱରରେ ୨୫ପଜିଟିଭ

ଭୁବନେଶ୍ୱର, ୨୯/୬(ଏସ୍‌ଏସ୍‌ନିୟୁଜ)ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଚଳିତମାସରେ ଭୁବନେଶ୍ୱରର ବିଭିର୍ଣସ୍ଥାନରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।ଯାହା ଏବେ ଚିନ୍ତାର କାରଣ ସାଜିବାକୁ ଯାଉଛି ।ପୁଣି ଆଜି ୨୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ…