- Advertisement -

Daily Archives

October 9, 2020

କମଳାଙ୍କ ପାଖରେ ପହଞ୍ଚିଲେ ତୁଳସୀକ୍ଷେତ୍ର ଚାରିଟେବୁଲ ଟ୍ରଷ୍ଟ

ମହାକାଳପଡ଼ା ,୯/୧୦(ଏସ ଏସ ନିୟୁଜ )ଦୀର୍ଘ ସାତ ମାସରୁ ଅଧିକ ଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଅବସ୍ଥାରେ ଥିବା ଅସହାୟ ଭୂମିହୀନ କମଳା ଜେନା କୁ ସାହାଯ୍ୟର ହାତ ବଢ଼ାଇଲା ମହାକାଳପଡ଼ାର ସାମାଜିକ ସଙ୍ଗଠନ ତୁଳସୀକ୍ଷେତ୍ର ଚାରୀଟେବୁଲ ଟ୍ରଷ୍ଟ । ସଙ୍ଗଠନ ତରଫରୁ ଶାଢ଼ୀ, ଚୂଡ଼ା, ଚିନି, ଡାଲି,…

ମୃତ ନାବାଳିକାଙ୍କ ପରିବାରଙ୍କୁ ସମବେଦନା

ଡେଲାଙ୍ଗ ,୯ା୧୦ (ଏସଏସନିୟୁଜ )ପୋଖରୀରେ ଗାଧୋଇଲା ବେଳେ ଗୋଡ଼ ଖସିଯିବାରୁ ମୃତ୍ୟୁମୁଖରେ ପଡ଼ିଥିବା ଡେଲାଙ୍ଗ ଥାନା ଅଚଂଳ ମୋଟରି ଗ୍ରାମପଞ୍ଚାୟତର ଗଣ୍ଡପଡ଼ା ଗ୍ରାମର ମୃତ ଲିଜା ବେହେରା (୧୦) ଓ ଦିପ୍ତୀ ଓରଫ୍ ଟିକି ବେହେରା (୮)ଙ୍କ ପରିବାରକୁ ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସ୍ଥାନୀୟ…

ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଡେଲାଙ୍ଗ ୯ା୧୦ (ଏସଏସନିୟୁଜ ) ୨୦୧୭ ମସିହା ଠାରୁ ସୂଚାରୁରୂପେ ଦାୟିତ୍ୱ ସମ୍ପାଦନ କରି ଆସୁଥିବା ଜନୈକା ଅଙ୍ଗନୱାଡ଼ି କର୍ମୀଙ୍କୁ ବହିଷ୍କାର ଆଦେଶର ପ୍ରତିବାଦରେ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ କର୍ମଚାରୀ ସଂଘର ଡେଲାଙ୍ଗ ଶାଖା କମିଟି ପକ୍ଷରୁ ବୁଧବାର ସ୍ଥାନୀୟ ସିଡିପିଓଙ୍କୁ ସ୍ମାରକପତ୍ର…

ବିଦ୍ୟାଳୟରେ ଶୋକସଭା

ଡେଲାଙ୍ଗ ୯ା୧୦ (ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଂଚାୟତରେ ସ୍ଥାପିତ ପ୍ରଦୀପ ମହାରଥି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ପ୍ରଧାନ ଶିକ୍ଷୟତ୍ରୀ ଗିତାଞ୍ଜଳୀ ସାମନ୍ତରାୟଙ୍କ ସଭାପତିତ୍ୱରେ…

ବିଦ୍ୟାଳୟରେ ପାଳିଲେ ଗୋପବନ୍ଧୁଙ୍କ ଜନ୍ମଜୟନ୍ତି

ଡେଲାଙ୍ଗ ୯ା୧୦ (ଏସଏସ ନିୟୁଜ ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମଜୟନ୍ତି ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅବସ୍ଥାପିତ ଥିବା ସତ୍ୟବାଦୀଯୁଗର ପଂଚସଖାଙ୍କ ପର୍ତ୍ତିମୁର୍ତ୍ତିରେ…

ସମାଧିପୀଠରେ ଶ୍ରଦ୍ଧାଞ୍ଜଳି

ସାକ୍ଷୀଗୋପାଳ,୯/୧୦(ଏସ ଏସ ନିୟୁଜ )ସତ୍ୟବାଦୀ ରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିମୂର୍ତ୍ତି, ସମାଧିପୀଠ, ଶେଷ ନିସ୍ବାଶ ତ୍ୟାଗ ସ୍ଥଳ, ସୁଆଣ୍ଡୋ ଗ୍ରାମରେ ଗୋପବନ୍ଧୁ ଙ୍କ ଷଠିଘରେ ମାଲ୍ୟାର୍ପଣ କରାଯାଇଛି। କରୋନା ପାଇଁ ଜୟନ୍ତୀ ଉସ୍ଛବ ର କାର୍ୟ୍ୟକ୍ରମ ବାତିଲ…

ବିକଳ ହୋଇ ଖୋଜୁଛନ୍ତି ଭାଇଭଉଣୀ

ଖବର ଆଜି ସକାଳର,ତାରିଖ ୦୯/୧୦/୨୦ ଶୁକ୍ରବାର। ୧-ରସିଦ ଖାନଙ୍କ ଚମତ୍କାର ବୋଲିଂ । ୬୯ ରନରେ ବିଜୟ ହାସଲ କଲା ସନରାଇଜର୍ସ ହାଇଦ୍ରାବାଦ ୨-କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦେହାନ୍ତ । ୭୪ ବର୍ଷ ବୟସରେ ଆଖିବୁଜିଲେ, ଉଭୟ ଏନଡିଏ ଓ ୟୁପିଏ ସରକାରରେ ରହିଛନ୍ତି ମନ୍ତ୍ରୀ ।…

ଆଜିର ରାଶିଫଳ

ଅକ୍ଟୋବର ୦୯ ତାରିଖ ୨୦୨୦ମସିହା(ଶୁକ୍ରବାର)ଆଶ୍ଵିନ-ମଳ କୃଷ୍ଣପକ୍ଷ,ତିଥି-ସପ୍ତମୀ ,କନ୍ୟା ରାଶି ର ଘାତଚନ୍ଦ୍ର , ବିଛା,ଧନୁ ଓ ମୀନ ରାଶିର ଘାତବାର, ଆଜି ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ , ଆଜିର ରାଶିଫଳ। ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ…

ଗ୍ରାମାଂଚଳରେ ମାଡିଚାଲିଛି କରୋନା

ବାରଙ୍ଗ,୯,/୧୦(ଏସ୍‌ଏସ୍‌ନିୟୁଜ)ରାଜଧାନୀ ଉପକଣ୍ଠରେ କରୋନା ତାର ତାଣ୍ଡବ ରଚିବାରେ ପଛଘୁଂଚା ଦେଇନାହିଁ ।ଧିରେଧିରେ କରୋନା ତାର କାୟା ବିସ୍ତାର କରିଚାଲିଛି । ଯାହା ଏବେ ଗ୍ରାମାଚଂଳରେ ଥିବା ଲୋକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।ଏହାମଧ୍ୟରେ ଗ୍ରାମାଂଚଳମାନଙ୍କରେ ସରକାରଙ୍କ ପକ୍ଷରୁ…