- Advertisement -

Daily Archives

October 12, 2020

କର୍ମୀ କଲେ ତିଳତର୍ପଣ

ଡେଲାଙ୍ଗ ,୧୨/୧୦ (ଏସଏସନିୟୁଜ) ଦୟାନଦୀର ବସନ୍ତ ପୁର ଘାଟରେ ସୋମବାର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଡେଲାଙ୍ଗ ବ୍ଲକ ସ୍ତରୀୟ ଦଶାକ ଶୁଦ୍ଧିକ୍ରୀୟା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୨୧ଟି ପଂଚାୟତର ବିଜୁଜନତା ଦଳର ପ୍ରତିନିଧି,କର୍ମୀ ଓ ଅନ୍ତରିକତା ସହ ଭଲାଉଥିବା ଶତାଧିକ ମହିଳା ପୁରୁଷ…

ସରିଲା ଗେଣ୍ଡାଳିଆ ଗଣନା

ବାରଙ୍ଗ,୧୨/୧୦(ଏସ ଏସ ନିୟୁଜ )ସବୁ ବର୍ଷ ଭଳି ଚଳିତ ବର୍ଷ ନନ୍ଦନକାନନରେ ରବିବାର ଦିନ ଗେଣ୍ଡାଳିଆ ପକ୍ଷୀ ଗଣନା ସରିଛି ।ନନ୍ଦନକାନନ ପର୍ଯ୍ୟଟନ ପରିଚାଳନା ଦାୟିତ୍ବରେ ଥିବା ସହକାରୀ ନିର୍ଦେଶକ ଅମୁଲ୍ୟକୁମାରପରିଡା ଙ୍କ ତତ୍ବାବଧାନରେ ୟୁନିଭରସିଟିର ଜୁଲୋଜି ବିଭାଗର ମୁଖ୍ୟ…

ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ଶରତ କର

ଭୁବନେଶ୍ୱର,୧୨/୧୦(ଏସ ଏସ ନିୟୁଜ ) ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ରାଜନୀତିଜ୍ଞ ଶରତ କୁମାର କରଙ୍କ ସୋମବାର ଦେହାନ୍ତ ହୋଇଛି।୮୧ ବର୍ଷ ବୟସ୍କ କରଙ୍କର ସ୍ବାସ୍ଥ୍ୟାବସ୍ଥା ଖରପ ଥିବାରୁ ଗତ କିଛି ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ…

ରାସ୍ତାକଡରେ ଦରବାର ଲଗାଇଲେ ଭୁବନେଶ୍ୱର ସାଂସଦ

ଖବର ଆଜିସକାଳର,ତାରିଖ ୧୨/୧୦/୨୦ ସୋମବାର। ୧-ଆଇପିଏଲ୍ -୨୦୨୦ : ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍। ୨-ତେୱତିଆ ଓ ପରାଗଙ୍କ ଦମଦାର ବ୍ୟାଟିଂ । ୫ ୱିକେଟରେ ବିଜୟ ହାସଲ କଲା ରାଜସ୍ଥାନ ରୟାଲ୍ସ ୩-ଆଜିଠୁ ଓଜେଇଇ : ୨୪ ସହରରେ ୫୯ ପରୀକ୍ଷା କେନ୍ଦ୍ର,…

ଆଜିର ରାଶିଫଳ

ଅକ୍ଟୋବର ୧୨ ତାରିଖ ୨୦୨୦ମସିହା(ସୋମବାର)ଆଶ୍ଵିନ-ମଳ କୃଷ୍ଣପକ୍ଷ, ତିଥି-ଦଶମୀ , ମିଥୁନ ରାଶି ର ଘାତବାର , ଆଜିଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ। ମେଷ:-ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା…