- Advertisement -

Daily Archives

October 14, 2020

କୁକୁଡା ଫାର୍ମରେ ଗଣଦୁଷ୍କର୍ମ !

କଟକ,୧୪/୧୦(ଏସ ଏସ ନିୟୁଜ) ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ଅଞ୍ଚଳରଏକ କୁକୁଡା ଫାର୍ମରେ ଜନୈକ ୧୫ବର୍ଷୀୟ ନାବାଳିକାଙ୍କୁ ୨୨ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କଟକ ଚାଇଲ୍ଡଲାଇନ ପକ୍ଷରୁ ଥାନାରେ ଏତଲା ଦାଏର କରାଯାଇଛି। ପ୍ରକାସ ଯେ, ଗତିରାଉତପାଟଣାରୁ…

ଯାତ୍ରୀବାହୀ ବସ୍‌ ମାଲିକଙ୍କୁ ୫ଲକ୍ଷ ଫାଇନ୍

ଭୁବନେଶ୍ବର,୧୪/୧୦(ଏସ ଏସ ନିୟୁଜ ) ଏକ ଯାତ୍ରୀବାହୀ ବସ୍‌ର ମାଲିକଙ୍କୁ ୫,୬୬,୯୮୧ ଟଙ୍କା ଫାଇନ୍ କରାଯାଇଛି। ୨୦୧୯ ମେ’ରୁ ଏଯାଏ  ଟ୍ୟାକ୍ସ ଦିଆଯାଇ ନଥିବାରୁ RTO-୨ ଭୁବନେଶ୍ୱର ପକ୍ଷରୁ ଏପରି ଜରିମାନା କରାଯାଇଥିବାର  ସୂଚନା ମିଳିଛି । OD10 F0409 ନମ୍ବର ବସ୍‌ଟି  କୋରାପୁଟରୁ ଭୁବନେଶ୍ୱର…

୨୧ ପଂଚାୟତରେ ସୃତିସଭା

ଡେଲାଙ୍ଗ ୧୪ା୧୦(ଏସ୍‌ଏସ୍‌ନିୟୁଜ)ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଅକାଳ ବିୟୋଗରେ ଡେଲାଙ୍ଗ ବ୍ଲକରେ ଶୋକର ଛାୟା ଖେଳିଯାଇଥିବା ବେଳେ ମଙ୍ଗଳବାର ଏକାଦଶାହ ଉପଲକ୍ଷେ ଡେଲାଙ୍ଗ ବ୍ଲକର ୨୧ଟି ପଂଚାୟତରେ ସୃତିଚାରଣସଭା ପାଳନ ହୋଇଯାଇଛି ।ଏହି ଅବସରରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ…

ଯୁବକକୁ ମରଣାନ୍ତକ ଆକ୍ରମଣ , ଥାନାରେ ଅଭିଯୋଗ ଦେଲେ ଆହତ

ଡେଲାଙ୍ଗ ୧୪ା୧୦(ଏସ୍‌ଏସ୍‌ନିୟୁଜ) ଜଣେ ଯୁବକକୁ ମରାଣାନ୍ତକ ଆକ୍ରମଣ ହୋଇଥିବାର ଡେଲାଙ୍ଗ ଥାନାରେଆହତ ଯୁବକ ଜଣକ ଅଭିଯୋଗ କରିଛନ୍ତି ।ସେପ୍ଟେମ୍ବର ୨୮ ତାରିଖ ରାତି ୧୦ ଟା ବେଳେ ଦୂର୍ବୁତମାନେ ସଂଘବଦ୍ଧ ହୋଇ ଡେଲାଙ୍ଗ ଥାନା ଗୋଡିପୁଟମାଟିଆପଡା ପଂଚାୟତର ବଡଇଚ୍ଛାପୁର ଗ୍ରାମରେ ଭଡାରେ ରହିଥିବା…

ଧରିଲେ ମଦ

ବାରଙ୍ଗ,୧୪/୧୦(ଏସ୍‌ଏସ୍‌ନିୟୁଜ) ବାରଙ୍ଗଥାନା ଅର୍ନ୍ତଗତ ପାଟପୁର ଗ୍ରାମରେ ଦେଶୀମଦ ବିକ୍ରିହେଉଥିବାର ବହୁବାର ଥାନାରେ ଅଭିଯୋଗ ହେଉଥିଲା । ରାତିହେବାମାତ୍ରେ ଦେଶିମଦର ପସରା ଖୋଲିଥାନ୍ତି ନିଜ ଘରେ ଏହି ବ୍ୟବସାୟୀ ଜଣଙ୍କ । ଏହି ଦେଶୀମଦ ପିଇ ବହୁ ନିରିହ ପରିବାର ସର୍ବସ୍ୱାନ୍ତ ହେଉଥିବାବେଳେ…

ନନ୍ଦନକାନନ-ଜନ୍ମଦେଲା ଗୁରାଣ୍ଡି

ବାରଙ୍ଗ,୧୪/୧୦(ଏସ୍‌ଏସ୍‌ନିୟୁଜ)କୋଭିଡ କଟକଣା ମଧ୍ୟରେ ନନ୍ଦନକାନନ ଖୋଲିଛି ।ତେବେ ଆସୁଥିବା କମ୍ ସଂଖ୍ୟକ ପର୍ଯ୍ୟଟକମାନଙ୍କପାଇଁ ନନ୍ଦନକାନନ କର୍ତୁପକ୍ଷ ମଧ୍ୟ ବହୁବିଧ ବ୍ୟବସ୍ଥାମାନ କରିଛନ୍ତି ।ତେବେ ଆଉ କିଛିଦିନ ଗଲେ ଆରମ୍ଭ ହୋଇଯିବ ପାର୍ବଣ ରୁତୁ ।ଏହି ପାର୍ବଣ ରୁତୁରେ ପର୍ଯ୍ୟଟକମାନଙ୍କ…

ନିଶା ନେଲା ଯୁବକର ଜୀବନ

ବାରଙ୍ଗ,୧୪/୧୦(ଏସ୍‌ଏସ୍‌ନିୟୁଜ)ନିଶା ନେଲା ଯୁବକର ଜୀବନ । ନିଶା ପାଇଁ ଜଣେ ଯୁବକ କୁ ଆମ୍‌ହତ୍ୟା କରିବାକୁ ପଡିବା ଭଳି ଏକ ଘଟଣା ରାଜଧାନୀ ଉପକଣ୍ଠଣ୍ଟରେ ଦେଖିବାକୁ ମିଳିଛି । ମୃତ୍ୟୁବରଣ କରିଥିବା ଯୁବକ ନନ୍ଦନକାନନଥାନା ଅଧିନସ୍ଥ ପଦାସାହି ଗ୍ରାମର ଦିଗନ୍ତ (ସିକୁ)ମହାନ୍ତି (୩୦) । ଗତକାଲି…

ଆଉ ଦୁଇ ଲଘୁଚାପ ସୃଷ୍ଟି

ଖବର ଆଜି ସକାଳର, ତାରିଖ - ୧୪/୧୦/୨୦୨୦ ୧. ଉନିଶ୍‌-ବିଶ୍‌ରେ ଲଢୁଥିଲେ; ଉନିଶ୍‌-ବିଶ୍‌ରେ ଚାଲିଗଲେ, ମାହାଙ୍ଗା ମାଟିର ଦୁଇ ଦିଗ୍ଗଜ ଶରତ-ମତଲୁବ୍ । ୨. ନୂଆଦିଲ୍ଲୀ: ଦେଶରେ ଲଗାତାର କରୋନା ସଂକ୍ରମଣ ମାମଲା କମୁଛି । ନୂଆ ସଂକ୍ରମଣ ମାମଲା ୬୦ ହଜାରରୁ କମ୍ ରହିଛି । ୩. ଚେନ୍ନାଇ ଚମକ…

ବୁଧବାର କିପରି କଟିବ ଜାଣନ୍ତୁ?

ଅକ୍ଟୋବର ୧୪ ତାରିଖ ୨୦୨୦ମସିହା(ବୁଧବାର),ଆଶ୍ଵିନ-ମଳ କୃଷ୍ଣପକ୍ଷ,ତିଥି-ଦ୍ୱାଦଶୀ ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,କର୍କଟ ରାଶି ର ଘାତବାର ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ୱାଦଶୀ ର ଏକୋଦିଷ୍ଟ ଶ୍ରାଦ୍ଧ ,ଆଜିର ରାଶିଫଳ। ମେଷ-ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା…