- Advertisement -

Daily Archives

October 15, 2020

କେତକୀ ମହାରଣାଙ୍କ ଶ୍ରାଦ୍ଧସ୍‌ବ

ବାରଙ୍ଗ.୧୫/୧୦(ଏସଏସନିୟୁଜ)ଗୁରୁବାରଦିନ ଦାଢାପାଟଣା ଗ୍ରାମରେସ୍ୱର୍ଗତ କେତକୀ ମହାରଣାଙ୍କ ଶ୍ରାଦ୍ଧସ୍‌ବ ଅନୁଷ୍ଠିତ ହୋଇଯାଇଛି ।ବାରଙ୍ଗଅଂଚଳର ଜଣାଶୁଣା ଶିଳ୍ପପତି ଅର୍ଜ୍ଜୁନମହାରଣାଙ୍କ ମାତାଥିଲେ ସ୍ୱର୍ଗତ କେତକୀ ମହାରଣା । ତାଙ୍କର ୯୨ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।ସେ ଜଣେ ମେଳାପି ତଥା…

ନନ୍ଦନକାନନରୁ ୧୦ ଚିତ୍ରାହରିଣ ଗଲେ କୁମାରଖୁଂଟି

ବାରଙ୍ଗ.୧୫/୧୦(ଏସଏସନିୟୁଜ) ନନ୍ଦନକାନନରେ ଚିତ୍ରା ହରିଣସଂଖ୍ୟା ଆଶିତିଭାବେ ବୃଦ୍ଦି ଘଟିଚାଲିଛି ।କେତେବେଳେ ବୁଲା କୁକୁର ଆକ୍ରମଣ  ତ କେତେବେଳେ ଖୁଆଡରେ ମାଡପିଟ ଯୋଗୁ ହରିଣମାନଙ୍କର ମୃତୁ ଘଟିବାର ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ଚିତ୍ରାହରିଣମାନଙ୍କ ସଂଖ୍ୟା ହ୍ରାସ ପାଇଁ ନନ୍ଦନକାନନ…

ବାରଙ୍ଗପ୍ରେସ୍‌କ୍ଲବ୍‌ରେ O.M .A

ବାରଙ୍ଗ,୧୫/୧୦(ଏସ୍‌ଏସ୍‌ନିୟୁଜ) ବାରଙ୍ଗପ୍ରେସକ୍ଲବର ତିନିଜଣ ସାମ୍ବାଦିକପାଇଁ ଜଣେ ନିସହାୟ ଯୁବତୀର ସମ୍ମାନ ରକ୍ଷା ହୋଇପାରିଲା ।ଏହାଦ୍ୱାରା ଯୁବତୀଜଣଙ୍କ ଏକ ବଡ ଦୁର୍ଘଟଣାରୁ ରକ୍ଷାପାଇଥିଲେ । ସାମ୍ବାଦିକମାନେ ସ୍ଥାନୀୟ ପୋଲିସ ସହାୟତାରେ ଘଟଣାସ୍ଥଳରୁ ଯୁବତୀଙ୍କୁ ଉଦ୍ଧାର କରାଇ ଥାନାରେ…

ସମସ୍ତେ ନେଗେଟିଭ

ଡେଲାଙ୍ଗ ୧୫ ।୧୦(ଏସଏସନିୟଜ) ଗୁରୁବାର ମଧ୍ୟାନରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୋଭିଡ ନିୟନ୍ତ୍ରଣ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ୩୫ଜଣ ଙ୍କ କୋଭିଡ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ରହିଛି । ଡେଲାଙ୍ଗ ବ୍ଲକରେ ମୋଟ ୩୩୪ଜଣ କୋଭିଡ ଆକ୍ରାନ୍ତ ହୋଇଥିଲା…

ଏ.ଆଇ.କେ.କେ.ଏମ୍‌.ଏସ ପକ୍ଷରୁ ଦାବି..

ଡେଲାଙ୍ଗ ୧୫ ।୧୦(ଏସଏସନିୟୁଜ)କୃଷିଜାତ ପଦାର୍ଥ ପାଇଁ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ ଏସ୍ ପି) ଧାର୍ଯ୍ୟ କରିବା ସହ ୧୯୫୫ ମସିହାରୁ ରହିଆସିଥିବା ଆବଶ୍ୟକୀୟ ସାମଗ୍ରୀର ସଂଶୋଧନ ଆଇନ, ପ୍ରାଇଭେଟ ମଣ୍ଡି ବ୍ୟବସ୍ଥା ଓ ଚୁକ୍ତିଭିତିକ ଚାଷ ଆଇନ ଆଦି ୩ଦଫା ଦାବିନେଇ…

ଆଜିର ରାଶିଫଳ

ଅକ୍ଟୋବର ୧୫ ତାରିଖ ୨୦୨୦ମସିହା(ଗୁରୁବାର), ଆଶ୍ଵିନ-ମଳ କୃଷ୍ଣପକ୍ଷ, ତିଥି-ତ୍ରୟୋଦଶୀ ,ବୃଷ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶି ର ଘାତବାର , ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆଜିର ରାଶିଫଳ । ମେଷ:-ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ…

୫ଶହ କୁକୁରକୁ ରିସେପସନ୍ ଭୋଜି

ଖବର ଆଜିର,ତାରିଖ ୧୫/୧୦/୨୦ ଗୁରୁବାର। ୧-ଆଇପିଏଲ୍‌-୧୩: ରାଜସ୍ଥାନ ରୟାଲ୍ସକୁ ୧୩ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ୨-ଭୁବନେଶ୍ୱର-ମନ୍ଦିରରେ ବିବାହ, ୫ଶହ କୁକୁରକୁ ରିସେପସନ୍ ଭୋଜି ଦେଲେ ଦମ୍ପତ୍ତି। ୩-ଭୁବନେଶ୍ୱର ସିଇଟି ଇଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ବଡ ସଫଳତା ।…