- Advertisement -

Daily Archives

October 21, 2020

ଚୋରା ମରମ ଚାଳଣରେ ବେଳେ ଧରାପଡିଲା ଟ୍ରାକ୍ଟର

ଡେଲାଙ୍ଗ୨୧/୧୦(ଏସଏସନିୟୁଜ) ଡେଲାଙ୍ଗ ପୁଲିସ ଆଜି ଚୋରା ମରମ ଚାଲଣ ଘଟଣାରେ ଜଣକୁ ଗିରଫ କରିବା ସହିତ ଏକ ମୋରମ ବୋଝେଇ ଟ୍ରାକ୍ଟର ଜବତ କରିଛି । ଡେଲାଙ୍ଗ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୁଆପଦା ଗ୍ରାମ ନିକବର୍ତ୍ତି ଅଂଚଳରୁ ଏକ ଟ୍ରାକ୍ଟରରେ ମୋରମ ଆସୁଥିବାର ପୁଲିସ ଦେଖିବାକୁ ପାଇଥିଲା ।…

ସହାୟତାର ହାତ ବଢାଇଲେ ଡ.ପ୍ରତିଭା ମହାରଥି

ଡେଲାଙ୍ଗ ୨୧/୧୦ (ଏସଏସନିୟୁଜ) ଡେଲାଙ୍ଗ ଥାନା ଗଡମୋଟରୀ ପଂଚାୟତର ଗଣ୍ଡପଡା ଗ୍ରାମରେ ଦୁଇ ନାବାଳିକା ପୋଖରୀ ବୁଡି ମୃତ୍ୟୁ ଘଟଣାରେ ଆଜି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି ଡେଲାଙ୍ଗ- ପିପିଲିର ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ଧର୍ମପତ୍ନୀ…

ଦାଦା ବଟିକୁ ନା ରେ ବାରଙ୍ଗଥାନା

ବାରଙ୍ଗ,୨୧/୧୦(ଏସଏସନିୟୁଜ) କମିସିନେରେଟ ପୋଲିସ  ପକ୍ଷରୁ ଆରମ୍ଭ କରାଯାଇଥିବା ଦାଦା ବଟି କୁ ନା କାର୍ଯ୍ୟକ୍ରମରେ ସାମିଲ ହୋଇଛି ବାରଙ୍ଗଥାନା ପୋଲିସ । ଟ୍ରକକୁ ରୋକି ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଏହି ଥାନା ଅର୍ନ୍ତଗତ ମୁଣ୍ଡମୁହାଣ ଗ୍ରାମର ବିବୁଲା ରାଉତଙ୍କୁ ଗିରଫକରି …

କିଚେନ୍ ଗାର୍ଡେନରେ ଚାରାରୋପଣ

ମେଣ୍ଢାଶାଳ,୨୧/୧୦(ଏସଏସନିୟୁଜ)ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ କିଚେନ୍ ଗାର୍ଡେନ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ସ୍କୁଲର ପ୍ରଧାନଶିକ୍ଷକ ପୁର୍ଣଚନ୍ଦ୍ରଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉସ୍‌ବରେ ଶିକ୍ଷକ ଦେବଦତନନ୍ଦ,ପ୍ରସନ୍ନଳୁମାର ମିଶ୍ର,ରାଜକିଶୋର…

ଆଜିର ରାଶିଫଳ

ଅକ୍ଟୋବର ୨୧ ତାରିଖ ୨୦୨୦ମସିହା(ବୁଧବାର)ଶକାବ୍ଦ -୧୯୪୨ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ପଞ୍ଚମୀ, ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର, କର୍କଟ ରାଶି ର ଘାତବାର, ଆଜି ଷଷ୍ଠୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଆଜିର ରାଶିଫଳ । ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ…

କରୋନାର ଚକ୍ରବ୍ୟୁହରେ ଶୁଭୁନି ମନ୍ତ୍ର

ଖବର ଆଜିର,ତାରିଖ ୨୧/୧୦/୨୦ ବୁଧବାର। ୧-ଧାଓ୍ୱନଙ୍କ ଶତକ ବେକାର, ଦିଲ୍ଲୀକୁ ୫ ଓ୍ୱିକେଟରେ ହରାଇଲା କିଙ୍ଗସ୍ ଏକାଦଶ ପଞ୍ଜାବ। ୨-ବୋତଲରେ କ୍ଷୀର ପିଉଥିବା ଶିଶୁ ପ୍ରତିଦିନ ୧୦ ଲକ୍ଷରୁ ଅଧିକ ମାଇକ୍ରୋ ପ୍ଳାଷ୍ଟିକ୍ ଗିଳି ପକାଏ: ରିପୋର୍ଟ। ୩-କରୋନାର ଚକ୍ରବ୍ୟୁହରେ ପାର୍ବଣ ଋତୁ: ଶୁଭୁନି…