ଆକାଶରେ ଦେଖାଗଲା ଅସାଧାରଣ ଦୃଶ୍ୟ
ବାରଙ୍ଗ,୨୫/୧୧(ଏସ୍ଏସ୍ନିୟୁଜ)ଆଜି ସନ୍ଧ୍ୟାରେ ଚନ୍ଦ୍ର ଚାରିପଟରେ ଇନ୍ଦ୍ରଧନୁ ସଦୃଶ ବଳୟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା ।ଏହି ଅସାଧାରଣ ଦୃଶ୍ୟକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଲୋକମାନେ ଏହି ଦୃଶ୍ୟକୁ କୈାତୁହଳର ସହ ଦେଖିଥିଲେ ।ଆଉ କେବେ…