୨୦୨୧ରେ କେତେ ଛୁଟି, ଜାଣନ୍ତୁ ?

0 317

ନୂଆଦିଲ୍ଲୀ,୬/୧୨(ଏସଏସନିୟୁଜ)କରୋନା ମହାମାରୀ ମଧ୍ୟରେ ୨୦୨୦ ମସିହା ଶେଷ ହେବାକୁ ଯାଉଥିବା ବେଳେ ନୂଆବର୍ଷ ତଥା ୨୦୨୧କୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି । ତେବେ ଏହି ଛୁଟିଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଛୁଟିଠାରୁ ଅଧିକ କିମ୍ବା କମ୍ ହୋଇପାରେ । ୨୦୨୧ରେ ପଡୁଥିବା ଛୁଟି ଏବଂ ପ୍ରମୁଖ ପର୍ବଗୁଡିକ-

ଜାନୁଆରୀ ମାସ ଛୁଟି:-
ଜାନୁଆରୀ ୦୧-(ଶୁକ୍ରବାର)- ନୂଆ ବର୍ଷ
ଜାନୁଆରୀ ୧୩- (ବୁଧବାର)- ଲୋହଡି
ଜାନୁଆରୀ ୧୪- (ଗୁରୁବାର)- ପୋଙ୍ଗଲ ଏବଂ ମକର ସଂକ୍ରାନ୍ତି
ଜାନୁୟାରୀ ୨୦- (ବୁଧବାର)- ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ
ଜାନୁଆରୀ ୨୬- (ମଙ୍ଗଳବାର)- ସାଧାରଣତନ୍ତ୍ର ଦିବସ
ଫେବୃଆରୀ ଛୁଟି:-
ଫେବୃଆରୀ ୧୬- (ମଙ୍ଗଳବାର) ବସନ୍ତ ପଞ୍ଚମୀ
ଫେବୃଆରୀ ୧୯- (ଶୁକ୍ରବାର) ଶିବାଜୀ ଜୟନ୍ତୀ
ଫେବୃଆରୀ ୨୬- (ଶୁକ୍ରବାର) ହଜରତ ଅଲିଙ୍କ ଜନ୍ମଦିନ
ଫେବୃଆରୀ ୨୭- (ଶନିବାର) ଗୁରୁ ରବିଦାସ ଜୟନ୍ତୀ
ମାର୍ଚ୍ଚ ଛୁଟି:-
ମାର୍ଚ୍ଚ ୮- (ସୋମବାର)- ମହର୍ଷି ଦୟାନନ୍ଦ ସରସ୍ୱତୀ ଜୟନ୍ତୀ
ମାର୍ଚ୍ଚ ୧୧-(ଗୁରୁବାର)- ମହାଶିବରାତ୍ରୀ
ମାର୍ଚ୍ଚ ୨୮-(ରବିବାର)- ହୋଲିକା ଦହନ୍
ମାର୍ଚ୍ଚ ୨୯- (ସୋମବାର)- ହୋଲି
ଏପ୍ରିଲ୍ ଛୁଟି:-
ଏପ୍ରିଲ୍ ୨-(ଶୁକ୍ରବାର)- ଗୁଡ୍ ଫ୍ରାଇଡେ
ଏପ୍ରିଲ ୪- (ରବିବାର)- ଇଷ୍ଟର ଡେ
ଏପ୍ରିଲ ୧୩-(ମଙ୍ଗଳବାର)- ଚୖେତ୍ର ସୁଖଲଦି
ଏପ୍ରିଲ ୧୪- (ବୁଧବାର)- ବୈଶାଖୀ ଏବଂ ଆମ୍ବେଦକର ଜୟନ୍ତୀ
ଏପ୍ରିଲ୍ ୨୧- (ବୁଧବାର)- ରାମ ନବମୀ
ମେ ଛୁଟିଦିନ:-
ମେ ୨୧-(ବୁଧବାର)- ଇଦ୍-ଉଲ୍-ଫିତର୍
ମେ ୨୬-(ବୁଧବାର)- ବୁଦ୍ଧ ପୂର୍ଣ୍ଣିମା
ଜୁନ୍- ମାସରେ କୈାଣସି ଛୁଟି ନାହିଁ ।
ଜୁଲାଇ ମାସ ଛୁଟିଦିନ:-
ଜୁଲାଇ ୨୧- (ବୁଧବାର) ଇଦ୍-ଉଜୁହା (ବକରିଦ୍)
ଅଗଷ୍ଟ ମାସ ଛୁଟିଦିନ:-
ଅଗଷ୍ଟ ୧୫- (ରବିବାର)- ସ୍ୱାଧୀନତା ଦିବସ
ଅଗଷ୍ଟ ୧୯- (ଗୁରୁବାର)- ମହରମ୍
ଅଗଷ୍ଟ ୨୧- (ଶନିବାର)- ଓନମ୍
ଅଗଷ୍ଟ ୨୨- (ରବିବାର)- ରାକ୍ଷୀ
ଅଗଷ୍ଟ ୩୦- (ସୋମବାର)- ଜନମାଷ୍ଟମୀ
ସେପ୍ଟେମ୍ବର ମାସ ଛୁଟିଦିନ:-
ସେପ୍ଟେମ୍ବର ୧୦- (ଶୁକ୍ରବାର)- ଗଣେଶ ଚତୁର୍ଥୀ
ଅକ୍ଟୋବର ଛୁଟିଦିନ:-
ଅକ୍ଟୋବର ୨-(ଶନିବାର)- ଗାନ୍ଧୀ ଜୟନ୍ତୀ
ଅକ୍ଟୋବର ୧୫- (ଶୁକ୍ରବାର)- ଦଶହରା
ଅକ୍ଟୋବର ୧୯- (ମଙ୍ଗଳବାର)- ଇଦ୍ ଉଲ୍ ମିଲାଦ
ଅକ୍ଟୋବର ୨୦- (ବୁଧବାର)- ମହର୍ଷି ବାଲ୍ମିକି ଜୟନ୍ତୀ
ଅକ୍ଟୋବର ୨୪- (ରବିବାର)- କରବା ଚୌଥ୍
ନଭେମ୍ବର ଛୁଟିଦିନ:-
ନଭେମ୍ବର ୨- ଧନତେରସ୍
ନଭେମ୍ବର ୩- ନରକ ଚର୍ତୁଦଶୀ
ନଭେମ୍ବର ୪- ଦୀପାବଳୀ
ନଭେମ୍ବର ୫- ଗୋବର୍ଦ୍ଧନ ପୂଜା
ନଭେମ୍ବର ୬- ଭାଇଦୁଜ
ନଭେମ୍ବର ୧୦- ଛଟ ପୂଜା
ନଭେମ୍ବର ୨୦- ଗୁରୁ ତେଗ ବାହାଦୂର ଶହୀଦ ଦିବସ
ଡିସେମ୍ବର ଛୁଟିଦିନ:-
ଡିସେମ୍ବର ୨୫- ଖ୍ରୀଷ୍ଟମାସ

Leave A Reply

Your email address will not be published.