୨୬ ଜଣଙ୍କର ସ୍ଵାବ୍ 6ଟଷ୍ଟ, ହେଲା

0 36

ବାରଙ୍ଗ, ୧୭/୭(ଏସ୍‌ଏସ୍ ନିୟୁଜ,) ଝୁନ୍ଝୁଝୁନ୍ନ୍‌ ଓ । ଲା  ଟି ଏମ୍ ସି ରେ ଶୁକ୍ରବାର ଦିନ ୩୬ ଜଣ ଙ୍କ ର ସ୍ୱାବ୍ ଟେଷ୍ଟ କରାଯାଇଛି।ସେଥିରେ ଦାଢ଼ାପାଟଣା କୋରୋନା ରେ ମୃତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରଶାସନ ପକ୍ଷରୁ କରାଯାଇଛି । ସେମାନଙ୍କମଧ୍ୟରୁ  ୨୬ ଜଣ ବ୍ୟକ୍ତିଙ୍କ ସ୍ୱାବ୍ ଟେଷ୍ଟ ପାଇଁ ପଠା ଯାଇଥିବାବେଳେ ତା ସହିତ ଗବସ୍ତ ରୁ ୬ ଜଣ ଏବଂ ବାରଙ୍ଗ ର ୪ ଜଣ ସରକାରୀ କର୍ମଚାରୀ ଙ୍କ ର ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଛି ବୋଲି ଦାଢ଼ାପାଟଣା ସରପଞ୍ଚ ସୂଚନା ଦେଇଛନ୍ତି।

Leave A Reply

Your email address will not be published.