ଭୁବନେଶ୍ୱର,୫ା୧(ଏସଏସନିଉଜ)୨ବର୍ଷରେ ସାରାଓଡ଼ିଶାରେ ୫ଏ ସେବା ଉପଲବ୍ଧ ହେବ । 5G ଆରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସମିଟରେ ଏହା କହିଛନ୍ତି ।ସେକହିଛନ୍ତି ଫାଇବର କେବୁଲ ବିଛାଇବାପାଇଁ ପ୍ରଧାନମନ୍ତ୍ରୀ ୧୧ଶହକୋଟି ଦେଇଛନ୍ତି। ଓଡ଼ିଶାର ପ୍ରତିଗାଁ ଓ ସ୍କୁଲକୁ ହାଇସ୍ପିଡକେବୁଲ ପହଞ୍ଚିବା ରାଜ୍ୟସରକାର ସହଯୋଗ କଲେକାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
