୩ଡାକ୍ତର ଓ ୧୯ଜଣ ନର୍ସ ଗଲେ କ୍ୱାରେଣ୍ଟାଇନ୍‌

0 238

ଭୁବନେଶ୍ୱର,୨୧/୪(ଏସ ଏସ ନିଉଜ) ଯାଜପୁର ଜିଲ୍ଲାର ୩ଡାକ୍ତର ଓ ୧୯ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନ୍‌ଙ୍କୁ ପଠାଇଦିଆଯାଇଛି । ଯାଜପୁର ରେ ଚିହ୍ନଟ ହୋଇଥିବା କରୋନା   ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଏମାନେ ଆସିଥିଲେ ।ଏମାନଙ୍କୁ ପାରମେଡିକାଲ୍ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏ ନେଇ ଯାଜପୁର ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏମାନଙ୍କର ରକ୍ତ ନମୂନା ସଂଗ୍ରହ କରଯାଇ ପରୀକ୍ଷା ପାଇଁ ପଠାଯିବ । ଗତକାଲି ଯାଜପୁର ଚିହ୍ନଟ ୫କରୋନା ଆକ୍ରାନ୍ତ  ନିଜ ନିଜ ଅଞ୍ଚର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ ।

Leave A Reply

Your email address will not be published.