୫ମନ୍ଦିରରୁ ଚୋରି

ବାଲୁଗାଁ,୩୧।୧(ଏସଏସ ନିଉଜ)ନାଚୁଣୀଥାନା ବାଲିଆ ଗାଁର ୫ଟି ମନ୍ଦିରରୁ ସିରିଜ୍ ଚୋରି ହୋଇଛି।ଗାଦେଶ୍ୱର ମନ୍ଦିର ସମେତ ପାଖରେ ଥିବା ୫ଟି ମନ୍ଦିରରୁ ଚୋରି ହୋଇଛି।ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଓ ଦାନବାକ୍ସ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

- Advertisement -

Leave A Reply

Your email address will not be published.