ଆଜିର ଅନୁଚିନ୍ତା

ତାରିଖ - ୦୩:୦୧:୨୦୨୧ ( ରବିବାର )

0 351

➡️କୌଣସି ସମୟ ଖରାପ ନୁହେଁ ।ଭଲ ସମୟ ଖୁସି ଦିଏ,ଖରାପ ସମୟ ଶିକ୍ଷା ଦିଏ ।
➡️ଯିଏ ମିଛ କହୁଛି ତାକୁ ବିଶ୍ବାସ କର ନାହିଁ, ଯିଏ ବିଶ୍ବାସ କରୁଛି ତାକୁ କେବେ ମିଛ କୁହ ନାହିଁ ।
➡️ଶିକ୍ଷକ ଆଉ ରାସ୍ତା ଦୁଇଜଣ ଯାକ ଏକାପରି ।ନିଜେ ଗୋଟିଏ ଜାଗାରେ ରହନ୍ତି, ଆଉ ଅନ୍ୟମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାନ୍ତି ।
➡️ଗୋଟେ ମିଛୁଆ କିମ୍ବା ଧୋକାବାଜ ମଣିଷ କେବେ ଗୋଟେ ସଚ୍ଚୋଟ ମଣିଷର ସାଥ୍ ଦେଇପାରେନି !!
➡️Adjustment ଜୀବନରେ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ Understanding ଜୀବନରେ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ।।ଜୟ ଜଗନ୍ନାଥ।।

Leave A Reply

Your email address will not be published.