ଆଜିର ଅନୁଚିନ୍ତା

ତାରିଖ - ୨୦:୧୨:୨୦୨୦ (ରବିବାର )

0 367

➡️ଜୀବନରେ ଖରା, ବର୍ଷା, ଶୀତ ସହିବାକୁ ପଡିବ ।କାରଣ ଯେଉଁ ଗଛ ଛାଇ ତଳେ ରହିଯାଏ, ସେହି ଗଛ ଭଲରେ ବଢିପାରେ ନାହିଁ ।
➡️ଯାହା ଘଟି ଯାଇଛି ତାକୁ ଭୁଲି ଯାଅ, ଯାହା ଘଟୁଛି ତାକୁ ଗ୍ରହଣ କର, ଯାହା ଘଟିବାର ଅଛି ତା ଉପରେ ଭରଷା ରଖ ।କାରଣ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।
➡️ଜୀବନରେ ସଫଳତା ନାମକ ପୋଷାକ ପିନ୍ଧିବାକୁ ହେଲେ, ନିଜ ପାଖରେ ପରିଶ୍ରମ ନାମକ ଗୁଣ ରହିବା ନିତାନ୍ତ ଆବଶ୍ୟକ ।
➡️ଗର୍ବ କୋଉ କଥାରେ କରିବ -ଯୋଉଠି ମଲା ପରେ ନିଜର ଲୋକବି ଛୁଇଁଲେ ସ୍ନାନ କଲାପରେ ଗୃହ ପ୍ରବେଶ କରିବେ
➡️ଜୀବନର ଆରମ୍ଭ ସେଇଠି ହୁଏ ଯେଉଁଠି ଭୟ ଶେଷ ହୁଏ ।
➡️ଓ ଗସଗ୍ଦଗ୍ଦ ଣକ୍ଟଙ୍କ କହିବାକୁ ୩ ସେକେଣ୍ଡ୍ ଲାଗେ କିନ୍ତୁ ଜ୍ଞସଗ୍ଦଗ୍ଦ କରିଥିବା ଲୋକ ହିଁ ଜାଣେ ସେହି ତିନୋଟି ଶବ୍ଦ କେତେ କଷ୍ଟ ଦିଏ ।।।ଶୁଭ ସକାଳ।।ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!?? ଜୟ ଜଗନ୍ନାଥ??

Leave A Reply

Your email address will not be published.