Browsing author

Satyasandhana

ଦଶଟି ରୁପରେ ଦର୍ଶନ ଦେଲେ ମା ଜଗଦମ୍ବା

ଭୁବନେଶ୍ୱର: ଭୁବନେଶ୍ୱର ପୁରୁଣା ବସଷ୍ଟାଣ୍ଡରେ ଥିବା ମା ଜଗଦମ୍ବା ମନ୍ଦିରରେ କାଳୀପୁଜାଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ ପୁଜାନିତୀ ।୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ନିତୀ ରେ ରହିଛି ସ୍ୱତନ୍ତତା ।ଏହି ଦିନମାନଙ୍କରେ ମା ଜଗଦମ୍ବା ଦଶଟିରୁପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ।କାଳୀପୂଜାରରେ କାଳୀଦେବୀ ରୁପରେ ଦର୍ଶନ ଦେବାପରେ ପ୍ରତିଦିନ ସନ୍ଧ୍ୟାରେ ଭିନ୍ନଭିନ୍ନ ରୁପ ତାରାଦେବୀ, ଷୋଡଶୀଦେବୀ, ଭୁବନେଶ୍ୱରଦେବୀ, ଭୈରବୀଦେବୀ, ଛିନ୍ନମସ୍ତାଦେବୀ,ଧୁମାବତୀଦେବୀ,ବଗଲାମୁଖୀଦେବୀ,ମାତଙ୍ଗୀଦେବୀ,କମଳାଦେବୀ ରୁପରେ ଦର୍ଶନ ଦେବାର ବ୍ୟବସ୍ଥା ହୋଇଛି ।ରାଶିଅନୁସାରେ ଏହି ଦିନମାନଙ୍କରେ  ମାଙ୍କୁ ଦର୍ଶନକଲେ […]

ନୂଆ ରୁପରେ ବାଘ ସଫାରୀ ଓ ଆକ୍ୱାରିୟମକୁ ଆସିବ ନୁଆ ପଶୁପକ୍ଷୀ

ନନ୍ଦନକାନନର ବିକାଶ ପାଇଁ ୨୪କୋଟି ୯୦ଲକ୍ଷ ଓ ବଟାନିକାର୍ଲ ଗାର୍ଡେନ ପାଇଁ ୧ କୋଟି ୭୨ଲକ୍ଷ ଭୁବନେଶ୍ୱର: ନନ୍ଦନକାନନର ବିକାଶ ପାଇଁ ଖର୍ଚ୍ଚହେବ ୨୪କୋଟି ୯୦ଲକ୍ଷଟଙ୍କା ।ଏହି ଟଙ୍କା ହେଉଛି ନନ୍ଦନକନାନର ରାଜସ୍ୱବାବଦରେ ଆୟ ।ଏହି ଆୟ ଟଙ୍କାକୁ ସୋସାଇଟ ମାଧ୍ୟମରେ ଖର୍ଚ୍ଚ କରିବାପାଇଁ ୨୦୧୯-୨୦ ଅର୍ଥିକବର୍ଷପାଇଁ ବ୍ୟୟବରାଦ ହୋଇଛି ।ଏହି ଅନୁଦାନରେ ନନ୍ଦନକାନନ ସହ ବଟାନିକାର୍ଲଗାର୍ଡେନର ବିକାଶର ଚିତ୍ର ରହିଛି ।ନୁଆ ଏନ୍‌କ୍ଲୋଜର ସାଙ୍ଗକୁ ନୁଆପଶୁପକ୍ଷୀ ଆଣିବା ,ପୁନଉଦ୍ଧାରକାର୍ଯ୍ୟ,ନୁଆପ୍ରକଳ୍ପ,ମରାମତି ଆଦି କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କର୍ତୁପକ୍ଷ […]

ସୁରଭି-୨୦୧୯ ଉଦ୍‌ଯାପିତ

ଭୁବନେଶ୍ୱର: ପିଲାମାନେ ଦେଖାଇଲେ ସେମାନଙ୍କ ପ୍ରତିଭା ।ଅଭିଭାବକମାନେ ଅପେକ୍ଷାକରି ରହିଥିଲେ ସେମାନଙ୍କପିଲାମାନଙ୍କ ଦ୍ୱାରା ପରିବେଷଣ ହେବାକୁ ଥିବା କାର୍ଯ୍ୟକ୍ରମକୁ ।କେବଳ ଅଭିଭାବକନୁହଁନ୍ତି ଦେଖଣାହାରୀଙ୍କୁ ବିମୁଗ୍ଧ କରିଦେଇଥିଲେ ପିଲାମାନେ ।ଆଧୁନିକ ଓ ପୈାରାଣିକ କଥାବସ୍ତୁ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ମନୋରଞନର ଖୋରକ୍ ଦେବାସହ ଦାୟିତ୍ୱବୋଧର ବାର୍ତା ବାଂଟିଥିଲେ ।ଏହାଥିଲା ଭୁବନେଶ୍ୱର ବ୍ଲକ ଅର୍ନ୍ତଗତ ଦାରୁଠେଙ୍ଗ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶନିବାର ଦିନର ଦୃଶ୍ୟ । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିପିନବିହାରୀ ନାଥଙ୍କ ଉଦ୍ୟମ ଓ ପ୍ରଚେଷ୍ଠାରେ […]

କାର୍ତିକେଶ୍ୱର ଭଷାଣିରେ ଡିଜେ ବନ୍ଦ

ଭୁବନେଶ୍ୱର: ବାରଙ୍ଗର ଗଣପର୍ବ ପବିତ୍ର କାର୍ତିକେଶ୍ୱରପୁଜା ଓ ଭଷାଣିଉସ୍‌ବ ଆଉମାତ୍ର ଅଳ୍ପଦିନ ବାକି ରହିଛି ।ଏହାକୁ ନେଇ ଚଳଚଂଚଳ ହୋଇଉଠିଛି ବାରଙ୍ଗ ଅଂଚଳ । ଚଳିତବର୍ଷ ଏହାକୁ ଜାକଜକାମ ଭାବେ ପାଳିବାକୁ ସମସ୍ତ ପୁଜାକମିଟି ପକ୍ଷରୁ ଏକପ୍ରକାର ଉଦ୍ୟମ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ପ୍ରାୟ ପୁଜାମଣ୍ଡପମାନଙ୍କରେ ମୃଣୟମୁର୍ତୀମାନଙ୍କର ନିର୍ମାଣ କାମ ଏକମାଟି ସରିଥିବାବେଳେ ଅଳ୍ପକିଛି ଜାଗାରେ ନିର୍ମାଣ ଚାଲିଛି । ପୁଜାମଣ୍ଡପର ସାଜସଜ୍ଜା ସଙ୍ଗକୁ ସଉଚ୍ଚ ରଙ୍ଗବେରଙ୍ଗର ଆଲୋକମାଳରେ ସଜେଇବାକୁ  କେତେକ ପୁଜାକମିଟିକର୍ମକର୍ତାମାନେ ଉଦ୍ୟମ […]

ନଭେମ୍ବର ୭ରେ ବାରଙ୍ଗ ଆସିବେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର: ନଭେମ୍ବର ୭ତାରିଖରେ ବାରଙ୍ଗକୁ ଆସିବେ ଓ ୮ତାରିଖରେ ପ୍ରବଚନ ଦେବେ ଶ୍ରୀମଦ୍ ଜଗତଗୁରୁ ଶ୍ରୀଶଙ୍କରାଚାର୍ଯ୍ୟ ପୁରୀଗୋବର୍ଦ୍ଧନପୀଠାଧିଶ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ବାରଙ୍ଗରେ ଶଙ୍କରାଚାର୍ଯ୍ୟଙ୍କର ଦୁଇଦିନିଆ ଗ୍ରସ୍ଥ ର କାର୍ଯ୍ୟକ୍ରମ ରହିଛି ।ବାରଙ୍ଗ ଶ୍ରୀମଦ୍ ଜଗତଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ୱାଗତ ସମିତିର କର୍ମକର୍ତାମାନେ ଏହାକୁ ସଫଳ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଆଖପାଖ ଗ୍ରାମର ମୁରବୀ ଓ ଭଗବତପ୍ରେମୀ ଲୋକମାନଙ୍କୁ ନେଇ ପ୍ରସ୍ତୁତିବୈଠକ ଚାଲିଛି।ଆଦିତ୍ୟବାହିନି,ବାରଙ୍ଗ୪୮ସଙ୍କିର୍ତନମଣ୍ଡଳ,ବାରଙ୍ଗଆଂଚଳିକ ଶାନ୍ତିକମିଟି,ବାରଙ୍ଗ ବରିଷ୍ଠ ନାଗରିକସଂଘ, ବାରଙ୍ଗପ୍ରେସ୍‌କ୍ଲବ,ଶିକ୍ଷାବିତ,ମୁରବୀମାନଙ୍କ ସହ ଯୁବକମାନଙ୍କୁ ବୈଠକରେ […]

ନନ୍ଦନକାନନରେ ହେବ ମଇଳାପାଣି ବିଶୋଧନ ପ୍ରକଳ୍ପ 

ଭୁବନେଶ୍ୱର: ନନ୍ଦନକାନନ କର୍ତୁପକ୍ଷ ପରିସରକୁ ପ୍ରଦ୍ୟୁଷଣ ମୁକ୍ତ ରଖିବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।ଯାହାର ଫଳସ୍ୱରୁପ ନନ୍ଦନକାନନରେ ହେବାକୁ ଯାଉଛି  ୫ଟି ମଇଳାପାଣି ବିଶୋଧନ ପ୍ରକଳ୍ପ ।ଏଥିରେ ବିଭିର୍ଣ ଏନକ୍ଲୋଜରରୁ ବାହାରୁଥିବା ମଇଳା ପାଣି ଓ ନର୍ଦ୍ଦମାପାଣିକୁ ବିଶୋଧନ କରାଯାଇ ପୁଣି ତାକୁ ବ୍ୟବହାର ଉପଯୋଗୀ କରାଯିବ ।ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତପର୍ବ । ଜାଗା ଚିହ୍ନଟ ସରିଥିବାବେଳେ ଟେଣ୍ଡର ପ୍ରକିୟାର ଅବଧିକୁ ଅପେକ୍ଷାକରି  ରହିଛନ୍ତି ନନ୍ଦନକାନନ କର୍ତୁପକ୍ଷ ।୧କୋଟି ଟଙ୍କାର ବ୍ୟୟବରାଦରେ ହେବାକୁ ଥିବା ଏହି […]

ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଏମ୍‌ସ ହାତକୁ ଗଲା

ଭୁବନେଶ୍ୱର: ଭୁବନେଶ୍ୱର ବ୍ଲକ ଅଧିନରେ ଥିବା ଗ୍ରାମବାସୀମାନଙ୍କ ପାଇଁ ଖୁସି ଖବର ।ବ୍ଲକ ହେଡକ୍ୱାଟର ମାନ୍ୟତା ପାଇଥିବା  ମେଣ୍ଢାଶାଳଠାରେ  ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ସିଜୁଆସ୍ଥିତ ଏମ୍‌ସ ସଂସ୍ଥା ଅଧିନକୁ ଗଲା । ଏବେଠାରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକମାନେ ସବୁପ୍ରକାର ରୋଗୀସେବା ପାଇପାରିବେ ।ଡାକ୍ତରମାନଙ୍କର ଅଭାବ ରହିବନାହିଁ ।ସବୁବିଭାଗର ଡାକ୍ତରମାନେ ପର୍ଯ୍ୟାୟକ୍ରମେ ଏଠାକୁ ଆସି ଆସୁଥିବା ରୋଗୀମାନଙ୍କର ଚିକିସ୍‌ା କରିବେ ।ଯାହାଫଳରେ ଗ୍ରାମାଂଚଳର ଲୋକମାନେ କଟକ ଓ ଭୁବନେଶ୍ୱର ଘରୋଇଡାକ୍ତରଖାନାକୁ ନଯାଇ ପ୍ରାଥମିକତାଭାବେ ମେଣ୍ଢାଶାଳଠାରେ  ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ ଉପରେ ନିର୍ଭର କରିବେ ।ଏହି […]

Here are 7 life lessons for every PUBG player

The main thing that you have to remember on this journey is just be nice to everyone and always smile. Refreshingly, what was expected of her was the same thing that was expected of Lara Stone: to take a beautiful picture. We woke reasonably late following the feast and free flowing wine the night before. […]

Grammy Awards Complete winners list

The main thing that you have to remember on this journey is just be nice to everyone and always smile. Refreshingly, what was expected of her was the same thing that was expected of Lara Stone: to take a beautiful picture. We woke reasonably late following the feast and free flowing wine the night before. […]