ଭୁବନେଶ୍ୱର,୮ା୨(ଏସଏସନିଉଜ)ନବଦାସ ହତ୍ୟାମାମଲାରେ ପୁଣି ୫ଦିନିଆ ରିମାଣ୍ଡରେ ଯିବା ସହ ଗୋପାଳର ହେବାକୁଯାଉଛି ନାର୍କୋ ଟେଷ୍ଟ ।ତୃତୀୟଦଫାରେ ଗୋପାଳକୁ ୫ଦିନିଆରିମାଣ୍ଡରେ ନେବାକୁ କୋର୍ଟ ଦେଇଛନ୍ତି ଅନୁମତି ।ଗୋପାଳକୁ ରିମାଣ୍ଡରେନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ଜେଏଫଏମସି କୋର୍ଟ ଦେଇଛନ୍ତି ଅନୁମତି ।ସେହିପରି ଗୋପାଳର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି । ଉଭୟ ଟେଷ୍ଟପାଇଁ ଗୋପାଳ ସହମତଥିବା କୋର୍ଟରେ କହିବା ପରେ ଏନେଇ ଅନୁମତି ମିଳିଥିଲା ।ଅଭିଯୁକ୍ତ ଗୋପାଳଦାସଙ୍କୁ ଗୁଜରାଟ ନେଉଛି କ୍ରାଇମବ୍ରାଞ୍ଚ। ଗାନ୍ଧିନଗରରେହେବ ଗୋପାଳଙ୍କ ନାର୍କୋଟେଷ୍ଟ।ଝାରସୁଗୁଡ଼ାରୁ କୋଲ୍କାତା ଦେଇ ଗୁଜରାଟ ନିଆଯାଉଥିବାର ଜଣାପଡିଛି ।