ବନ୍ଦକୋଠରୀରୁଯୁବକରଝୁଲନ୍ତାମୃତ ଦେହଉଦ୍ଧାର

0 220

ଡେଲାଙ୍ଗ,୭/୨(ଏସ୍‌ଏସ୍‌ନିୟୁଜ) ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଷ୍ଟେସନ ବଜାରନିକଟରେ ଥିବା ଲକ୍ଷ୍ମୀନାରୟଣ ଟ୍ରେଡର୍ସର ଷ୍ଟାଫ ରୁମର ବନ୍ଦ କୋଠରୀରୁଭିତରେ ଯୁବକଙ୍କଝୁଲନ୍ତାମୃତ ଦେହକୁ ସ୍ଥାନୀୟପୋଲିସ ଉଦ୍ଧାରକରିଛି। ଯୁବକ ଜଣଙ୍କ ହେଲେ ବଡଗୁଆଳିପଡା ଗ୍ରାମରବିଜୟ ଦାଶଙ୍କ ପୁଅ ଅବିନାଶ ଦାଶ (୨୧) । ଝୁଲନ୍ତା ମୃତଦେହ ଖବର ପାଇ ଡେଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲାରୁଜୁ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ସୂଚନାଥାଉକି ଉକ୍ତଯୁବକଜଣକ ଲକ୍ଷ୍ମୀନାରାୟଣ ଟ୍ରେଡର୍ସରେ କାମକରୁଥିଲେ. ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏହାଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି. ପୋଷ୍ଟମର୍ଡମ ରିପୋର୍ଟ ଆସିଲେ ପ୍ରକୃତଘଟଣା ସାମ୍ନାକୁଆସିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.