ବନ୍ଦ ରହିବ ବ୍ୟାଙ୍କ

0 387

ଭୁବନେଶ୍ବର,୧/୧୧(ଏସ ଏସ ନିୟୁଜ )ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ନଭେମ୍ବର ମାସରେ ୮ ଦିନ ବନ୍ଦ ରହିବ।ଏହି ମାସରେ ୧, ୮, ୨୫, ୨୨ ଓ ୨୯ତାରିଖ ୫ଟି ରବିବାର ପଡ଼ୁଛି।୧୪ ଓ ୨୮ ତାରିଖରେ ଦ୍ବିତୀୟ ଓ ଚତୁର୍ଥ ଶନିବାର ପଡ଼ୁଥିବାରୁ ସ୍ବାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ।ସେହିଭଳିଭାବେ ମାସ ଶେଷରେ ବ୍ୟାଙ୍କ ଶାଖାଗୁଡ଼ିକ ଲଗାତାର ଭାବେ ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ବନ୍ଦ ରହିବାକୁ ଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା ‌୩୦ ତାରିଖ ପାଇଁ ବ୍ୟାଙ୍କ ଛୁଟି ରହିବ।

 

 

Leave A Reply

Your email address will not be published.