ବାଟିଂଲେ ଖାଦ୍ୟ,ଦେଲେ ପରାମର୍ଶ

0 242

ବାରଙ୍ଗ,୬/୪(ଏସ୍‌ଏସ୍‌ନିୟୁଜ୍‌)କରୋନାପାଇଁ ୨୧ଦିନିଆ ଲକଡାଉନ ହୋଇଛି ।ଦୁଇଦିନିଆ ସଟ୍‌ଡାଉନ ସଫଳ ହେବାପରେ ଏବେ ଲକଡାଉନ ବଳବତର ରହିଛି ।ଏହି ସମୟରେ କିଛି ବଦାନ୍ୟ ବ୍ୟକ୍ତିମାନେ ବୁଲାଗୋରୁଗାଇମାନଙ୍କ ସହ ଅଭାବି ଗରିବ ଲୋକମାନଙ୍କପାଖରେ ପହଁଚି ଖାଦ୍ୟପଦାର୍ଥ ଦେଉଥିବାର ଦେଖିବାକୁ ମିଳିଛି ।ସୋମବାରଦିନ ଯୁବ ସମାଜସେବୀ ନଳିନିକାନ୍ତ ରାୟଙ୍କ ଦ୍ୱାରା ଏକ ଦଳ ନରାଜ,ସାଧବାଣୀପୁର,ମୁଣ୍ଡଳି ଗ୍ରାମକୁ ଯାଇ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବାଟିଂଥିଲେ ।ଏହାସହ କରୋନା କବଳରୁ ମୁକ୍ତି ପାଇଁ ନିଜେ ସଚେତନ ହେବାସହ ସାମାଜିକ ଦୁରତ୍ୱକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।ଏହାସହ ଲୋକମାନଙ୍କର ଅସୁବିଧା ଉପରେ ପଚାରି ବୁଝିଥିଲେ ।

Leave A Reply

Your email address will not be published.