ଓଡ଼ିଶାଜିଲ୍ଲାମହାନଗର ବରିଷ୍ଟ ଅଧିକାରୀଙ୍କୁ ‘ଭାଇ’ ଡାକିଲେ ହେବ କାର୍ଯ୍ୟାନୁଷ୍ଠାନ By SATYA SANDHANA DESK Last updated Nov 18, 2019 0 201 Share ଭୁବନେଶ୍ବର:୧୮/୧୧- ଏଣିକି ଭାଇ ଡାକ ମନା !ପ୍ରାଣୀ ସମ୍ପଦ ବିଭାଗରେ ବରିଷ୍ଠ ଅଧିକାରୀଙ୍କୁ ଭାଇ ସମ୍ବୋଧନ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ | ଏହାଦ୍ବାରା ସରକାରୀ କର୍ମଚାରୀ ଆଚରଣ ନିୟମର ଉଲ୍ଲଂଘନ ହେଉଥିବା ସୂଚନା । 0 201 Share FacebookTwitterGoogle+ReddItWhatsAppPinterestEmail