ବାରଙ୍ଗରେ କରୋନା !

0 450

ବାରଙ୍ଗ,୫/୬(ଏସଏସନିୟୁଜ)ବାରଙ୍ଗଅଂଚଳରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଆକ୍ରାନ୍ତ ଜଣଙ୍କ  କଲିକତା ଫେରନ୍ତା ବୋଲି ଜଣାପଡିଛି । କଲିକତାରୁ ଫେରିବାପରେ ସେ ହୋମ କ୍ୱରେଣ୍ଟଟାଇନ ରେ ରହିଥିଲେ । ଦେହ ବେଶି ଅସୁସ୍ଥ ହେବାରୁ ଏସିବି ରେ ଭର୍ତି ହୋଇଥିବାର ଶୁଣିବାକୁ ମିଳୁଛି ।ତେବେ ଏହି ଖବର ପ୍ରଚାର ହେବା ପରେ ଚର୍ଚ୍ଚା ଯୋର ଧରିଛି ।

Leave A Reply

Your email address will not be published.