ଭୁବନେଶ୍ୱରର ୩ ସରକାରୀ ଅଫିସ ସିଲ

0 495

ଭୁବନେଶ୍ୱର,୧୬/୮ (ଏସ ଏସ ନିୟୁଜ ) ଭୁବନେଶ୍ୱରର ଉପଜିଲ୍ଲାପାଳ, ତହସିଲଦାର ଓ ସବରେଜିଷ୍ଟ୍ରାର ଅଫିିସକୁ ୪୮ ଘଣ୍ଟା ପାଇ ସିଲ କରାଯାଇଛି ।କରୋନା ଆକ୍ରାନ୍ତ ଚିହ୍ନଟ ପରେ ୩ ସରକାରୀ ଅଫିସକୁ ସିଲ୍ କରିଦିିଆଯାଇଥିବା ନେଇ ବିଏମସି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ନୋଟିସ କରାଯାଇଛି ।

Leave A Reply

Your email address will not be published.