ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଆଜି

0 257

ସଂକ୍ଷେପରେ ଖବର ଆଜିର ,ତାରିଖ ୦୫/୦୬/୨୦, ଶୁକ୍ରବାର, ଆଜି ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱ ପରିବେଶ ଦିବସ
୧-ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଆଜି। ପୂର୍ବାହ୍ନ ୧୧ଟାରେ ହାତୀ ବେଶ।
୨-ଆପଣ ବାହାରକୁ ନ ବାହାରିଲେ, କରୋନା ଆପଣଙ୍କ ଘରକୁ ଯିବ ନାହିଁ : ମୁଖ୍ୟମନ୍ତ୍ରୀ
୩-ଆଜିଠାରୁ ୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଦେଲା ପାଣିପାଗ ବିଭାଗ।
୪-କିମ୍ସ କୋଭିଡ ହସପିଟାଲରେ କରୋନ ଆକ୍ରାନ୍ତ ମହିଳାଙ୍କ ଠାରୁ ଜନ୍ମ ନେଲା ଶିଶୁପୁତ୍ର, ବିପଦପୂର୍ଣ୍ଣ ସ୍ଥିତିରେ ସଫଳ ଅସ୍ତ୍ରୋପଚାର କଲେ ଡାକ୍ତର।
୫-ଆଜି ବିଶ୍ବ ପରିବେଶ ଦିବସ: ପଲିଥିନ୍ କଟକଣା ପାଲଟିଛି ପ୍ରହସନ।ଏ ବର୍ଷ ୧୫କୋଟି ବୃକ୍ଷ ରୋପଣ ଲକ୍ଷ୍ୟ।
୬-ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟର, ଲାଞ୍ଚ ନେବା ଅଭିଯୋଗରେ ଗିରଫ।
୭-କଟକ:MBBSପରୀକ୍ଷା ସ୍ଥଗିତ। କେବଳ ଶେଷ ବର୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।
୮-ଆସନ୍ତା ୧୦ରୁ ୧୨ ତାରିଖ ବେଳକୁ ଓଡ଼ିଶା ଛୁଇଁପାରେ ମୈ।ସୁମୀ।
୯-ଅମ୍ଫନ୍ ପ୍ରଭାବ: ଓଡ଼ିଶାରେ ଆଳୁ ୩୦ ଛୁଇଁଲା। ପଶ୍ଚିମବଙ୍ଗରୁ ପର୍ଯ୍ୟପ୍ତ ଆଳୁ ଆସୁନି, ଆହୁରି ବଢ଼ିପାରେ ଦର।
୧୦-ସଟ୍‌ଡାଉନ୍‌ରେ ସକାଳ ୫ରୁ ୮ ଯାଏ ଖବରକାଗଜ ବିକ୍ରେତା କଟକଣାମୁକ୍ତ,ସଂଶୋଧିତ ମାର୍ଗଦର୍ଶିକା ଜାରି କଲେ ସରକାର।
୧୧-ଜୟନାରାୟଣ ପଙ୍କଜ ନୂତନ ଉତ୍ତରାଞ୍ଚଳ ପୁଲିସ ଡିଆଇଜି ।
୧୨-ୱାଶିଂଟନ୍:କୃଷ୍ଣକାୟଙ୍କ ବିକ୍ଷୋଭକୁ ଓବାମାଙ୍କ ସମର୍ଥନ,ପରିବର୍ତ୍ତନ ପାଇଁ ମତଦାନ କରନ୍ତୁ ଯୁବଶକ୍ତି।
୧୩-ପୃଥିବୀ କକ୍ଷ ଦିଗକୁ ମାଡ଼ି ଆସୁଛି ଅଧ ଡ଼ଜନେ ଉଲକା ପିଣ୍ଡ; ଗୋଟିକର ଆକାର ଏମ୍ପାୟାର ଷ୍ଟେଟ ବିଲଡ଼ିଂଠାରୁ ବିଶାଳ।

Leave A Reply

Your email address will not be published.