ବିଶ୍ୱରଂଜନଙ୍କୁ ଶୁଭେଚ୍ଛା ଦେଲେ ସୁଶାନ୍ତ

0 201

ଭୁବନେଶ୍ୱର,୫/୮(ଏସଏସନିୟୁଜ)ଦରଜି ପୁଅ ସିଭିଲ ସର୍ଭିସ ରେ ୧୮୨ ରାଙ୍କ ରଖି IAS ପାଇଥିବା କୁମାର ବିଶ୍ୱରଂଜନ ଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି। ଏହି ଖବର ପାଇବା ପରେ ବହୁ ନେତା ରାଜନେତା ଓ ପ୍ରଶାସକ ମାନେ ଫୋନ କରି ଶୁଭେଛା ଜଣାଇଥିଲେ। ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ର ବିଧାୟକ ସୁଶାନ୍ତ ରାଉତ ନିଳାଦ୍ରୀ ବିହାର ରେ ରହୁଥିବା ଭଡା ଘରକୁ ଯାଇ IAS ପାଇଥିବା କୁମାର ବିଶ୍ୱରଂଜନ ଙ୍କୁ ଫୁଲ ତୋଡା ଏବଂ ଉତ୍ତରୀୟ ଦେଇ ଶୁଭେଛା ଓ ଶୁଭକାମନା ଜଣାଇଥିଲେ।

 

Leave A Reply

Your email address will not be published.