ବୁଝୁଛନ୍ତି ଗାଁ ଲୋକ, ଅବୁଝା ସହରିଆ

0 235

ସଂକ୍ଷେପରେ ଖବର ଆଜିର ତାରିଖ ୨୧/୦୪/୨୦, ମଙ୍ଗଳବାର
୧-୨୭ ଦିନ ଲକଡାଉନ୍ ପରେ କୋହଳ ହୋଇଛି କଟକଣା: ଆରମ୍ଭ ହୋଇଛି ସରକାରୀ କାମ ଏବଂ ଖୋଲିଛି ଅତ୍ୟାବଶ୍ୟକ ଦୋକାନ।
୨-ସୁବ୍ରତ ବାଗଚୀଙ୍କ ପ୍ରେସ୍ ମିଟ୍ : ଏବେ ରାଜ୍ୟ ସରକାରଙ୍କ ଟାର୍ଗେଟ୍‌ରେ ପଶ୍ଚିମବଙ୍ଗ ଫେରନ୍ତା, ଭଦ୍ରକ ଓ ଯାଜପୁର ଜିଲ୍ଲାପାଳଙ୍କୁ ତାଗିଦ କରାଯାଇଛି।
୩-ବାଟହୁଡି ବଡ଼ଚଣା ଥାନା ବଡ଼ବାବୁ ସସ୍‌ପେଣ୍ଡ: ଚୋରା ଗାଡିରେ ନାଲିବତୀ ଲଗାଇ ଯାଇଥିଲେ ପୁରୀ, ସେବାୟତ ବି ଫସିଲେ।
୪-ନୟାଗଡ଼:ଆଶାକର୍ମୀଙ୍କ ମୁହଁକୁ ତତଲା ପେଜ ମାଡ, ଜଣେ ଅଭିଯୁକ୍ତ ଗିରଫ, ଆଉ ୨ଜଣ ଫେରାର।
୫-ସମାଜିକ ଦୂରତା: ବୁଝୁଛନ୍ତି ଗାଁ ଲୋକ, ଅବୁଝା ସହରିଆ । ଆପଣ ସତର୍କ ନହେଲେ ସଂକ୍ରମଣ ରୋକି ପାରିବେନି ସରକାର । ସାବଧାନ କଲେ ସୁବ୍ରତ ବାଗଚୀ।
୬-ଜୁନ୍ ୧୫ପର‌୍ୟ୍ୟନ୍ତ ସକାଳୁଆ ଅଫିସ୍, ନିର୍ଦ୍ଦେଶ ମାନିବାକୁ ସରକାରଙ୍କ ତାଗିଦ୍।
୭-ପାଣିପାଗ ସୂଚନା : ୮ଟି ଜିଲ୍ଲାକୁ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ, ବଜ୍ରପାତ ପାଇଁ ଚାଷୀ ଭାଇଙ୍କୁ ସତର୍କ ରହିବାକୁ ପରାମର୍ଶ।
୮-ପ୍ରତି ଓଡ଼ିଆଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ, ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ପଞ୍ଜିକରଣ କରି ସହଯୋଗ କରନ୍ତୁ : ନବୀନ
୯-ଶିଳ୍ପ ଓ ଏମଏସଏମଇକୁ ଟ୍ରାକକୁ ଆଣିବା ପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ, ଛଅଟି ପୁଞ୍ଜି ନିବେଶ ପ୍ରସ୍ତାବକୁ ମିଳିଲା ଅନୁମୋଦନ।
୧୦-ଆଜିଠାରୁ କଟକଣା ସହ ଖୋଲିବ ସବୁ ବିଶ୍ବବିଦ୍ୟାଳୟ,ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ମନା, ଅନ୍‌ଲାଇନ୍‌ରେ ହେବ ପିଏଚ୍‌ଡି ମୌଖିକ।
୧୧-ଅଗଷ୍ଟ ପୂର୍ବରୁ ଟି-୨୦ ବିଶ୍ୱକପ୍ ନେଇ ନିଷ୍ପତ୍ତି ନେବନାହିଁ ଆଇସିସି ।

Leave A Reply

Your email address will not be published.