ବସ ଓ ୱିଙ୍ଗର ମୁହାଁମୁହିଁ ଧକ୍କା:୬ଗୁରୁତର

0 255

ଭୁବନେଶ୍ବର:୨୧/୧୨ (ଏସଏସଏନ)  ବସ ଓ ୱିଙ୍ଗର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୬ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କରାଯାଇ ପୁରୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିବା ଜଣାପଡିଛି ।

ପ୍ରକାଶ ଯେ , କୋଣାର୍କ ପୁରୀ ମେରାଇନ ଡ୍ରାଇଭ ରୋଡ଼ରେ  କୋର୍ଣାକ ପଟୁ ଆସୁଥିବା ପର୍ଯ୍ୟଟକ ବସ ଓ ସମ୍ନାପଟୁ  ୱିଙ୍ଗର ଗାଡି କିଛି ପର୍ଯ୍ୟଟକଙ୍କୁ ନେଇଆସୁଥିବା ବେଳେ ରାମଚଣ୍ଡୀ ନିକଟ ସାହୁ ଖଣତା ନିକଟରେ ( ଇକୋ ରିଟ୍ରିଟ୍ ପାଖ)  ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

Leave A Reply

Your email address will not be published.