Browsing Category
ଓଡ଼ିଶା
ବମିଖାଲ ଓଭରବ୍ରିଜରୁ ତଳକୁଖସିଲା କାର୍
ଭୁବନେଶ୍ୱର,୨୪ା୯(ଏସଏସନିଉଜ) ବମିଖାଲ ଓଭରବ୍ରିଜରୁ ତଳକୁ ଏକ କାର୍ ଖସିପଡିଛି । କାରଟି ଭାଙ୍ଗିରୁଜି ଯାଇଥିବାବେଳେ କାରଟି କିପରି ତଳକୁ ଖସିଲା ତାହା ସ୍ପଷ୍ଟ…
Read More...
Read More...
ବ୍ୟବସାୟୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର
ମାହାଙ୍ଗା,୨୪ା୯(ଏସଏସନିଉଜ) କେନାଲ ଭିତରୁ ବ୍ୟବସାୟୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି ।ନିଶ୍ଚିନ୍ତକୋଇଲି ଜିଗ୍ନପୁରର ଶାଖାକେନାଲରୁ ମୃତଦେହକୁ ଉଦ୍ଧାର କରିଛି…
Read More...
Read More...
ନଦୀରେ ବୁଲୁଛି କୁମ୍ଭୀର
କେନ୍ଦ୍ରାପଡା ,୨୪ା୯(ଏସଏସନିଉଜ)ଦୀର୍ଘଦିନର ବ୍ୟବଧାନ ପରେ ପୁଣି କୁମ୍ଭୀରକୁନେଇ ଆତଙ୍କ ଦେଖାଦେଇଛି ।ଆତଙ୍କିତ ହୋଇପଡିଛନ୍ତି ନଦୀକୁଳିଆଲୋକ ।ନଦୀରେ ଲୁଗାସଫା କରିବାବେଳେ…
Read More...
Read More...
ରାଜଧାନୀରେ ଅଘଟଣ
ଭୁବନେଶ୍ୱର,୨୪ା୯(ଏସଏସନିଉଜ) ପୋଖରୀରେ ବୁଡି ଜୀବନ ହରାଇଲେ ୨ ଛାତ୍ର । ସେମାନେ ହେଉଛନ୍ତି ଏୟାରଫିଲ୍ଡ ପୋଖରୀପୁଟ ଅଂଚଳର ଗଣ୍ଡମୁଣ୍ଡା ସ୍କୁଲର ଛାତ୍ର ପ୍ରକାଶମହାରଣା ଓ…
Read More...
Read More...
ଭତ୍ତାପାଇଁ ଅଧିଆପଡ଼ିଲେ ସରପଞ୍ଚଙ୍କସ୍ବାମୀ
ଭଦ୍ରକ, ୨୩ା୯(ଏସଏସନିଉଜ) ଘରପାଖରେ ଆଉ ଭତା ମିଳିବନାହିଁ ।ଏଥିପାଇଁ ପଞ୍ଚାୟତ ଅଫିସକୁ ଆସିବାକୁ ପଡିବ ବୋଲି ଭଦ୍ରକ ବିଡିଓ ଚିଠିକରିବାପରେ ଭତାନେଉଥିବା ବୃଦ୍ଧବୃଦ୍ଧା ଓ…
Read More...
Read More...
ଚିନ୍ତାବଢାଇଲା ସ୍କ୍ରବ୍ ଟାଇଫସ୍
ସୁନ୍ଦରଗଡ଼, ୨୩ା୯(ଏସଏସନିଉଜ) ପୁଣି ସୁନ୍ଦରଗଡ଼ରେ ୧୦ନୂଆ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିବାର ଜଣାଯାଇଛି। ରାଜ୍ୟରେସର୍ବାଧିକ ସୁନ୍ଦରଗଡ଼ରେ୨୨୧ସ୍କ୍ରବ୍ ଟାଇଫସ୍…
Read More...
Read More...
ଡାକ୍ତରୀଛାତ୍ରଙ୍କ ଝୁଲନ୍ତାମୃତଦେହ ଉଦ୍ଧାର
ବାରିପଦା, ୨୩ା୯(ଏସଏସନିଉଜ)ପି.ଆର.ଏମ ମେଡିକାଲ କଲେଜର ଡାକ୍ତରୀଛାତ୍ର କେନ୍ଦୁଝର ଜିଲ୍ଲାର ସଚିନ୍ ସାହୁଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତାମୃତଦେହକୁ ଉଦ୍ଧାର କରିଛି…
Read More...
Read More...
ପୁଣି ଅଜଣାଜନ୍ତୁ ଆକ୍ରମଣ
ରାୟଗଡା,୨୩ା୯(ଏସଏସନିଉଜ) ରାୟଗଡାଜିଲ୍ଲାର ସୀମାନ୍ତଗାଁ ଗୁଡାରିରେଞ୍ଜର ଗଞ୍ଜୁଗୁଡାରେ ପୁଣି ମାତିଲେଣି ଅଜଣାଜନ୍ତୁ । ଅଜଣା ଜନ୍ତୁ ଆକ୍ରମଣରେ ୩୦ଟି ଛେଳିର ମୃତ୍ୟୁ…
Read More...
Read More...
କିଚକେଶ୍ୱରୀ ମନ୍ଦିରରୁ ଚୋରି
ମୟୂରଭଞ୍ଜ,୨୨ା୯(ଏସଏସନିଉଜ)ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀଦେବୀ ଖିଚିଂରେଥିବା ମାକିଚକେଶ୍ୱରୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ହୁଣ୍ଡିକାଟି ଲକ୍ଷାଧିକ ଟଙ୍କା…
Read More...
Read More...
ଉଠୁନି ବିକ୍ରମ,ପ୍ରଜ୍ଞାନ !
ଭୁବନେଶ୍ୱର,୨୨ା୯(ଏସଏସନିଉଜ) ଉଠୁନି ବିକ୍ରମ, ପ୍ରଜ୍ଞାନ ।ଏବେ ଚନ୍ଦ୍ରର ଦକ୍ଷିଣମେରୁରେ ଦିନ ହୋଇଯାଇଥିବାରୁ ପ୍ରଜ୍ଞାନରୋଭର ଓ ବିକ୍ରମଲାଣ୍ଡର ସକ୍ରିୟ ହେବାର ସମୟ…
Read More...
Read More...