Browsing Category

ଓଡ଼ିଶା

କାଲି ଟଙ୍କାଭର୍ତ୍ତି ଆଜି ଲୁଟ୍‌

ବାଲେଶ୍ୱର,୧ା୧୦(ଏସଏସନିଉଜ)ଗତକାଲିଟଙ୍କା ଭର୍ତ୍ତିହୋଇଥିଲା । ଆଜିସକାଳେ ଦେଖିବାବେଳକୁ ଏଟିଏମ ଭାଙ୍ଗି ଲୁଟ୍ ହୋଇଛି । କ୍ଷୀରଚୋରା ଗୋପିନାଥ ମନ୍ଦିର ନିକଟଏସବିଆଇର…
Read More...

ଅଟୋ ଓଲଟି ୮ଛାତ୍ରଛାତ୍ରୀ ଆହତ

ଖଲ୍ଲିକୋଟ,୧ା୧୦(ଏସଏସନିଉଜ) ଟ୍ରକ୍ ସହ ଧକ୍କାହୋଇ ଓଲଟିପଡିଛି ଅଟୋ ।ଯାହାଫଳରେ ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।୧୬ନଂ ଜାତୀୟ ରାଜପଥ ବଡ଼ଘାଟି ହରିଡ଼ାମୂଳ ଛକରେ ଏହି…
Read More...

ବଢ଼ିଲା ୨ହଜାରଟଙ୍କିଆ ନୋଟବଦଳ ଅବଧି

ଭୁବନେଶ୍ୱର,୩୦ା୯(ଏସଏସନିଉଜ) ବଢ଼ିଲା ୨ହଜାର ଟଙ୍କିଆ ନୋଟ ବଦଳ ଅବଧି ।ଅକ୍ଟୋବର ୭ ଯାଏ ନୋଟ ବଦଳାଇ ପାରିବେ ଲୋକୋବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳ କରିହେବାଆଜି…
Read More...

ବଢ଼ିଲା ମାଟ୍ରିକ ଫର୍ମପୂରଣ ଅବଧି

ଭୁବନେଶ୍ୱର,୩୦ା୯(ଏସଏସନିଉଜ)ଘୁଞ୍ଚିଲା ମାଟ୍ରିକ ଓ SOSC ପରୀକ୍ଷା ପାଇଁ ଫର୍ମ ପୂରଣ ଶେଷ ତାରିଖ ।ଅକ୍ଟୋବର ୫ ଯାଏ ଛାତ୍ରଛାତ୍ରୀ କରିପାରିବେ ଫର୍ମ ପୂରଣାSOSCରାଜ୍ୟ…
Read More...

ନିଜର ଗୁପ୍ତାଙ୍ଗକାଟିଲେ ବିଚାରାଧୀନକଏଦୀ

ଭଦ୍ରକ,୩୦ା୯(ଏସଏସନିଉଜ) ବ୍ଲେଡରେ ନିଜ ଦେହକୁ କାଟି ପକାଇଲେ ବିଚାରାଧୀନ କଏଦୀାଭଦ୍ରକଜିଲ୍ଲା କାରାଗାରରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ଜେଲରେ ବନ୍ଦୀ ଜୀବନ…
Read More...

ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା

ମେଣ୍ଢାଶାଳ,୩୦ା୯(ଏସଏସନିଉଜ) ଭୁବନେଶ୍ୱରବ୍ଲକ ଅଧିନସ୍ଥ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାରଦିନ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି…
Read More...

ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍‌

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ସୁନ୍ଦରଗଡ଼ରେ ପୁଣି ଆଜି ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଗତକାଲି ହୋଇଥିବା ୭୪ ନମୁନା ପରୀକ୍ଷାରୁ ୨୦ ଚିହ୍ନଟ ହୋଇଛି ।ଯାହାଫଳରେ…
Read More...

୧ନଂହାଟ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ଭେଣ୍ଡିଂଜୋନ୍‌ଓ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ (ୟୁନିଟ୍‌୧ ହାଟ) ବିବାଦ ଯୋଗୁ ୧ନଂହାଟ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହୋଇଛି…
Read More...