Browsing Category

ଓଡ଼ିଶା

ଭିଜିଲାନ୍ସଜାଲରେ ଭଦ୍ରକସିଡିପିଓ

ଭଦ୍ରକ,୧୬।୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ସିଡିପିଓ ସୁଗନ୍ଧାଦାସ।ଦଶହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଆଜି…
Read More...

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ସ୍ୱାଧୀନତାଦିବସ ପାଳନ

ଚନ୍ଦ୍ରଶେଖରପୁର,୧୫ା୮(ଏସଏସନିଉଜ)ପଟିଆ: କାନନବିହାର ଫେଜ୨ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ସ୍ଵାଧୀନତାପ୍ରାପ୍ତିର ଅମୃତମହୋତ୍ସବ ତଥା ୭୭ତମ ସ୍ୱାଧୀନତାଦିବସ…
Read More...

ମହିଳାଙ୍କୁ ସରକାରୀଚାକିରିଦେବା ନାଁରେ ନେଇଗଲେ ଟଙ୍କା

ମେଣ୍ଢାଶାଳ,୧୪ା୮(ଏସଏସନିଉଜ) ସରକାରୀ ଚାକିରୀ କରିଦେବାକୁ କହି ଜଣେ ଯୁବତୀଙ୍କ ଠାରୁ ୬ଲକ୍ଷରୁ ଉର୍ଦ୍ଧଟଙ୍କା ଠକିନେଇଥିବା ଦୁଇଯୁବକକୁ ଗିରଫକରି ସୋମବାରଦିନ କୋର୍ଟଚାଲାଣ…
Read More...

ଝାଡ଼ାବାନ୍ତିରେ ଆକ୍ରାନ୍ତ ୬୧ଛାତ୍ରଛାତ୍ରୀ

ସୁକିନ୍ଦା,୧୫ା୮(ଏସଏସନିଉଜ) ଗୋବରଘାଟି ସରକାରୀହାଇସ୍କୁଲ ହଷ୍ଟେଲର ୬୧ଜଣ ଅନୁସୂଚିତଜାତି ଓ ଜନଜାତିବର୍ଗର ଛାତ୍ରଛାତ୍ରୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାର…
Read More...

ସମବାୟସମିତିରେ ସ୍ୱାଧୀନତାଦିବସ ପାଳନ

ମେଣ୍ଢାଶାଳ,୧୫।୮(ଏସଏସ ନିଉଜ)ମେଣ୍ଢାଶାଳ ସେବା ସମବାୟ ସମିତିରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ଏଥିରେ ମେଣ୍ଢାଶାଲ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର…
Read More...

ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା

କଟକ,୧୩ା୮(ଏସଏସନିଉଜ) ସଦରଥାନା ସଇଁନ୍ଦା ନିକଟରେ ଥିବା ସିଢ଼ୁଆ ନଦୀରେ ବାପା ଛୁଆକୁ ଧରି ନଦୀକୁ ଡେଇଁପଡ଼ିଥିବାର ଜଣାପଡିଛି । ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବାର…
Read More...

ଅଳ୍ପକେ ବର୍ତ୍ତିଲା ଆମ୍ବୁଲାନ୍ସ

ରାୟଗଡ଼ା,୧୦।୮(ଏସଏସନିଉଜ) ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଆମ୍ବୁଲାନ୍ସ।ପାସେଞ୍ଜରଟ୍ରେନ୍‌ ସହ ସାମାନ୍ୟ ଧକ୍କାହୋଇ ଅଳ୍ପକେ ବର୍ତ୍ତିଯାଇଛି।ବୃନ୍ଦାବାଡ଼ି ଛକ…
Read More...

ଆଜି ଆସିକା ବନ୍ଦ

ଆସିକା,୧୦।୮(ଏସଏସ ନିଉଜ)ଗଞ୍ଜାମ ଜିଲ୍ଲା ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଋଷିକୁଲ୍ୟା ଜିଲ୍ଲା ଦାବିରେ ଆଜି ଆସିକା ବନ୍ଦ ଡାକରା ଦିଆଯାଇଛି ।…
Read More...

ଗାଡ଼ିଧକ୍କାରେ ଚାଲିଗଲା କଲରାପତରିଆ ଜୀବନ

ଗଞ୍ଜାମ,୧୦ା୮(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ମୁଜାଗଡ଼ ବନାଞ୍ଚଳର ବୁଦୁଲି-ମୁଜାଗଡ଼ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ୩ରୁ ୪ବର୍ଷର ଏକ ମାଈକଲରାପତରିଆ ବାଘର ମୃତ୍ୟୁ…
Read More...