Browsing Category

ଓଡ଼ିଶା

ଆଜି ଭୁବନେଶ୍ୱରରୁ ୫୮୧ ପଜିଟିଭ

ଭୁବନେଶ୍ୱର,୨୦/୪(ଏସଏସନିୟୁଜ): ରାଜଧାନୀ ଭୁବନେଶ୍ୱରରୁ ଆଜି ୫୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୧୧୧ ଜଣ କ୍ୱାରାଣ୍ଟାଇନ୍‌ରୁ ଓ ୪୭୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହି ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ପଟିଆ ଅଂଚଳରୁ ସର୍ବାଧିକ ୩୮ ଜଣ. ,ଚନ୍ଦ୍ରଶେଖରପୁରରୁ ୨୨…

ରାଜଧାନୀର ବନ୍ଦ ରହିବ ସବୁ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ୱର,୨୦/୪(ଏସଏସନିୟୁଜ) ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ବିଏମସି ପକ୍ଷରୁ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଫଳରେ ଭକ୍ତ ମାନେ ଏଣିକି କୌଣସି ଧାର୍ମିକ ଅନୁଷ୍ଠାନକୁ ଯାଇପାରିବେ ନାହିଁ ଓ…

ନବୀନନିବାସ ଆଗରେ ଧାରଣାଦେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୨୦/୪(ଏସଏସନିୟୁଜ) ପରୀକ୍ଷା ଦ୍ୱନ୍ଦ୍ୱ ଦୂର ପାଇଁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନବୀନ ନିବାସ ଆଗରେ ପ୍ରତିବାଦ କରିଚନ୍ତି । ଆଜି ରାଜଧାନୀର ୧୫ଟି ସରକାରୀ ସ୍କୁଲର ପ୍ରାୟ ୫୦ରୁ ଅଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ନବୀନ ନିବାସ ଯାଇ ପରୀକ୍ଷା ବାତିଲ ପାଇଁ…

ରାଗିଣି ଓ ଭିକିର ନୁଆ ଠିକଣା ହେବ…

ବାରଙ୍ଗ,୨୦/୩(ଏସଏସନିୟୁଜ)ଆଉ କେଇଘଂଟା ପରେ ରାଗିଣି ଓ ଭିକିର ନୁଆ ଠିକଣା ପାଲଟିବାକୁ ଯାଉଛି ।ଭିକି ଓ ରାଗିଣି ହେଉଛନ୍ତି ନନ୍ଦନକାନନର ଆକର୍ଷଣୀୟ ବାଘ ଓ ବାଘୁଣି ।ଭିକି ହେଉଛି କଳାଲୋମଯୁକ୍ତ ବାଘ ଓ ରାଗିଣି ହେଉଛି ଧଲାରଙ୍ଗର । ରାଗିଣି ଓ ଭିକି କୁ ମିଶାଇ ୧୩ଟିପଶୁପକ୍ଷୀ ମଧ୍ୟପ୍ରଦେଶ…

ଚିନ୍ତାବଢାଇଲାଣି କୁମ୍ଭମେଲା ଫେରନ୍ତା

କଟକ ,୨୦/୪(ଏସଏସନିୟୁଜ) କରୋନା କୁ ନେଇ ରାଜ୍ୟରେ ଚିନ୍ତା ବଢୁଥିବାବେଳେ ପୁଣି ଚିନ୍ତାବଢାଇଲାଣି କୁମ୍ଭମେଲାରୁ ଫେରନ୍ତା ଶ୍ରଦ୍ଧାଳୁ ।କୁମ୍ଭମେଳାରୁ ଫେରି କଟକ ରେଲ୍‌ୱେ ଷ୍ଟେସନରେ ଓହ୍ଲାଇଥିବା ୩୦ଜଣଙ୍କ ମଧ୍ୟରୁ ୧୩ଜଣଙ୍କର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସେମାନଙ୍କୁ ହୋମ୍ ଆଇସୋଲେସନରେ…

ICSE ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍

ନୂଆଦିଲ୍ଲୀ,୨୦/୪(ସତ୍ୟସନ୍ଧାନ ଡେସ୍କ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି CISCE(Council for the Indian School Certificate Examinations) ICSE(Indian School Certificate Examinations) ୨୦୨୧ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ହୋଇଛି ।। ସିବିଏସଇ ପରେ ଆଇସିଏସଇ ଦଶମ ବୋର୍ଡ…

୨୪ ଘଂଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍

ଭୁବନେଶ୍ୱର,୨୦/୪(ଏସ୍‌ଏସ୍‌ନିୟୁଜ)ପୁଣି ଚିନ୍ତା ବଢାଇଲାଣି କରୋନା ।ଗତ୨୪ ଘଂଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଲେ ସଙ୍ଗରୋଧରୁ ୨୭୮୫ ଓ ସ୍ଥାନୀୟ ଅଞ୍ଚଳରୁ ୧୯୭୬ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ପାଞ୍ଚଜଣଙ୍କର ମୃତ୍ୟୁ ଘଟିଛି ।ସେମାନଙ୍କ ମଧ୍ୟରେ ନୂଆପଡ଼ାରୁ ୩ ଜଣ…

ଗାଁ ମୁହାଁ ପ୍ରବାସୀ ଶ୍ରମିକ

୧-ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା, ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ଧାରା ଲାଗୁ । ୨-ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ଏଣିକି ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳ ଶନିବାର ଓ ରବିବାର ହେବ ସଟଡାଉନ । ୩-ମଇ ୧ ତାରିଖ ଠାରୁ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ନାଗରିକ ମାନଙ୍କ…

କରୋନାରେ ସଂକ୍ରମିତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୯/୪(ସତ୍ୟସନ୍ଧାନ ଡେସ୍କ)ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି ।ସଂକ୍ରାମିତ ହେବାପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା…

୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ ବ୍ୟକ୍ତିଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ,୧୯/୪(ସତ୍ୟସନ୍ଧାନ ଡେସ୍କ) ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ବି କରୋନା ଟିକା ଦିଆଯିବ । ପିଏମ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ କରିଥିବା ଆଲୋଚନା ପରେ ଏହି ନିଷ୍ପତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ କରୋନା ସଂକଟ ନେଇ ବରିଷ୍ଠ ଅଧିକାରୀଙ୍କ ଓ…