Browsing Category

ଓଡ଼ିଶା

ଗିରଫ ହେଲେ ପାକିସ୍ତାନୀ ସୈନ୍ୟ

ଶ୍ରୀନଗର,୯/୧(ସତ୍ୟସନ୍ଧାନ ଡେସ୍କ) ସୀମା ସୁରକ୍ଷା ବଳ ବା ବିଏସଏଫ ଶୁକ୍ରବାର ପଞ୍ଜାବର ଭାରତ-ପାକ୍ ଅନ୍ତରାଷ୍ଟ୍ରୀୟ ସୀମା ନିକଟରୁ ୬ ପାକିସ୍ତାନୀ ଯବାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ସମସ୍ତ ଯବାନଙ୍କ ବୟସ ୨୦ରୁ ୨୧ ବର୍ଷ ବୋଲି ଡଣାପଡିଛି । ସନ୍ଧ୍ୟା ୫ଟାରେ ସୀମାବର୍ତ୍ତୀ…

ଲଣ୍ଡନ୍ ସ୍ଥିତି ଉଦ୍‌ବେଗଜନକ

ଲଣ୍ଡନ୍,୯/୧(ଏସଏସନିୟୁଜ)ଲଣ୍ଡନ୍ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ଲଣ୍ଡନ୍‌ରେ ପ୍ରତି ୩୦ ଜଣରେ ଜଣେ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ଲଣ୍ଡନ୍ ମେୟର ସାଦିକ ଖାନ୍ ଏହାକୁ ଏକ ବଡ଼ ସଙ୍କଟ ବୋଲି ଘୋଷଣା କରିଛନ୍ତି। ନୂଆ ଷ୍ଟ୍ରେନ୍ ପାଇଁ ଲଣ୍ଡନ୍‌ରେ ସଂକ୍ରମଣ ହଠାତ୍ ବଢ଼ିଯିବାରୁ…

ନିଖୋଜ ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର

ବ୍ରଜରାଜନଗର,୯/୧(ଏସଏସନିୟୁଜ)ବଘରଚକା ଗ୍ରାମର ବାସନ୍ତୀ ସିଂହ(୭୦)ଙ୍କ ଗଳିତ ଶବ ଶନିବାର ରାଜପୁର କଟାପାଲି ଗ୍ରାମର ଏକ ବିଲରୁ ଉଦ୍ଧାର ହୋଇଛି। ସେପଟେ ମୃତ ବୃଦ୍ଧାଙ୍କ ଗଳିତ ଶବର ଅଙ୍ଗ ପ୍ରତ୍ୟଙ୍ଗ କୌଣସି ଜନ୍ତୁ ଖାଇ ଦେଇଥିବାରୁ ଏଣେ ତେଣେ ପଡିଥିବା ଦେଖିବାକୁ ମିଳିଛି। ଖବର ପାଇବା ପରେ…

ନୁଆବର୍ଷରେ ନୁଆକାମ…

ଚୈାଦ୍ୱାର,୯/୧(ଏସଏସନିୟୁଜ)ନୁଆବର୍ଷରେ ନୁଆ କଲେ । ଅସହାୟଙ୍କ ମୁହଁରେ ଟିକେ ହସ ଫୁଟାଇବାର ପ୍ରୟାସ କରିଥିଲେ ।ନୁଆବର୍ଷକୁ ସେ ଗରିବ ଲୋକମାନଙ୍କ ଗହଣରେ କଟାଇଛନ୍ତି । ସେ ହେଉଛନ୍ତି ପ୍ରମୋଦ ନାୟକ ଓରଫ ବୁଲୁଭାଇ । ବୁଲୁଭାଇଙ୍କ ନିଶା ହେଲା ଅସୁବିଧାରେ ପଡିଥିବା ଗରିବ ଓ ନିରାଶ୍ରୟ…

ଫିଟିଲା ବିଦ୍ୟାଳୟ ଫାଟକ

୧-ବ୍ଲୁମ୍ ବର୍ଗ ପକ୍ଷରୁ ଜାରି ହେଲା ବିଶ୍ୱର ଧନୀ ତାଲିକା । ଏକ ନମ୍ବର ସ୍ଥାନରେ ବିଲିଓନାୟାର ଏଲନ ମସ୍କ । ୨-ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି, ଜାନୁଆରି ଶେଷ ପର୍ଯ୍ୟନ୍ତ ପୂର୍ବଭଳି ଭିଡିଓ କନଫରେନ୍ସିଂରେ ମାମଲା ଶୁଣାଣି । ୩-ଓଡିଶାରେ ନାହିଁ ବାର୍ଡ ଫ୍ଲୁ । କୌଣସି ନମୂନାରେ ବାର୍ଡ…

ଆଜିଠାରୁ ବଟାନିକାଲ ଗାଡେନରେ ହେବ ଭୋଜି

ବାରଙ୍ଗ,୯/୧(ଏସଏସନିୟୁଜ)ଆଜିଠାରୁ ବଟାନିକାଲ ଗାଡେନରେ ଥିବା ପିକନିକ ସ୍ପଟରେ ପର୍ଯ୍ୟଟକମାନଙ୍କୁ ଭୋଜି କରିବାର ନନ୍ଦନକାନନ ପକ୍ଷରୁ ଅନୁମତି ଦିଆଯାଇଛି । ଅକ୍ଟୋବର ୪ ତାରିଖରୁ ବଟାନିକାଲ ଗାଡେନ ଖୋଲିଥିଲେ ମଧ୍ୟ ପିକନିକ ସ୍ପଟ ବନ୍ଦ ଥିବାରୁ ଆସୁଥିବା ପର୍ଯ୍ୟଟକ ମାନେ ନିରାଶରେ ଫେରୁଥିଲେ।…

ଆଜିର ଅନୁଚିନ୍ତା

➡️ଜୀବନକୁ ପରିବର୍ତ୍ତନ କରିବାକୁ ସମସ୍ତଙ୍କୁ ସମୟ ମିଳିଥାଏ, କିନ୍ତୁ ଜୀବନ ବଦଳାଇବା ପାଇଁ ପୁନର୍ବାର ସମୟ ମିଳି ପାରେ ନାହିଁ | ➡️ଯାହା ହେବାର ଥିଲା,ତାହା ହୋଇଗଲା, ବର୍ତ୍ତମାନ ଯାହା ଘଟିବ ତାହା DEFINITELY ଭଲ ହିଁ ହେବ | ➡️ମୁଁ କେବଳ ଜୀବନରେ ସଫଳ ହେବାକୁ ଚାହୁଁଛି ଯାହା ଦ୍ୱାରା…

ଟିକା ନେବାକୁ ଦ୍ୱନ୍ଦ୍ୱରେ ନେତା

୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଧମକ ପୂର୍ଣ୍ଣ ବେନାମୀ ଚିଠି ୨-ଆଜିଠାରୁ ଖୋଲିବ ସ୍କୁଲ । କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ପାଠପଢ଼ା । ୩-ଓଡ଼ିଶାର ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼ରେ ବଢୁଛି କରୋନାର ବ୍ରିଟେନ ଷ୍ଟ୍ରେନ, ସତର୍କ ରହିବାକୁ…

ଗୋବିନ୍ଦପୁର ଗାଁରେ ୧୨୦ଟି କୁକୁଡ଼ା ମୃତ୍ୟୁ

ଖୋର୍ଦ୍ଧା,୭/୧(ଏସଏସନିୟୁଜ) ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ପଂଚାୟତର ଗୋବିନ୍ଦପୁର ଗାଁରେ ୧୨୦ଟି କୁକୁଡ଼ା ମୃତ୍ୟୁ ହେବାର ରିପୋର୍ଟ ମିଳିଥିଲା। ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦଳ ଓ ଜିଳ୍ଲାସ୍ତରୀୟ ତ୍ୱରିତ୍ କାର୍ଯ୍ୟକାରୀ ଦଳର ସଦସ୍ୟମାନେ ତୁରନ୍ତ ସେଠାରେ…

ମୁଖ୍ୟମନ୍ତ୍ରୀ ଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର

ଭୁବନେଶ୍ବର,୭/୧(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହେଉଛି। ଅପରାଧୀମାନେ ହେଉଛନ୍ତି ସୁପାରି କିଲର। ଏମାନେ କୌଣସି ଛୋଟମୋଟ ଗୁଣ୍ଡା ନୁହନ୍ତି ବରଂ ଅତ୍ୟାଧୁନିକ ଅସ୍ତ୍ରସହ ସହ ଏକେ-୪୭ ରାଇଫଲ ବ୍ୟବହାରକାରୀ ହାଇପ୍ରୋଫାଇଲ କ୍ରିମିନାଲ। ଏହି ମର୍ମରେ ଏକ…