Browsing Category

ଓଡ଼ିଶା

ଲାଗିଲା କଟକଣା- ମେ’ ୧୫ ଯାଏ ବନ୍ଦ ରହିବ ସମସ୍ତ ପର୍ଯ୍ୟଟନସ୍ଥଲ

ଭୁବନେଶ୍ୱର,୧୬/୪(ଏସଏସନିୟୁଜ)କରେନା ପୁଣି ଥରେ କରୋନା କାଳ ସାଜିବାକୁ ଯାଉଥିବାବେଳେ ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ରାଜ୍ୟକୁ ପୁଣି ଫେରିଛି କରୋନା କଟକଣା ।ଦୈନିକ ସଂକ୍ରାମଣ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏବେ ବ୍ୟାପୁଥିବା…

ତେଲେଙ୍ଗାନାରୁ ଧରାପଡିଲା ଗ୍ୟାଙ୍ଗଷ୍ଟାର ହାଇଦର

କଟକ,୧୫/୪(ଏସ୍‌ଏସ୍‌ନିୟୁଜ)ଏପ୍ରିଲ୧୦ରେ ଏସିବିରୁ ଫେରାର ହୋଇଥିଲା ହାଇଦର । ତେଲେଙ୍ଗାନାର ରେଙ୍ଗା ରେଡ୍ଡୀ ଜିଲ୍ଲାରୁ ଆଜି ସଂଧ୍ୟାରେ କଟକ ପୋଲିସ ଗିରଫ କରିଛନ୍ତି ବୋଲି ସୁଚନାଦେଲେ ପୋଲିସ କମିସନର ସୌମେନ୍ଦ୍ରପ୍ରିୟଦର୍ଶୀ । ଏକ ହତ୍ୟା ମାମଲାରେ ହାଇଦର ସମ୍ବଲପୁର ସର୍କଲ ଜେଲରେ ଆଜୀବନ…

ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର,୧୫/୪(ଏସଏସନିୟୁଜ) ରାଜ୍ୟରେ ଦିନକୁଦିନ କରୋନା ସଂକ୍ରମଣ ବଢୁଥିବାବେଳେ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁକରିଛନ୍ତି ରାଜ୍ୟସରକାର । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସମିଟ୍ରେ ନାଇଟ୍ କର୍ଫ୍ୟୁ ବିଷୟରେ ସୂଚନା ଦେଇଛନ୍ତି ।ସୁନ୍ଦରଗଡ଼, ଝାସୁଗୁଡ଼ା, ସମ୍ବଲପୁର,…

ଆଖଣ୍ଡଳମଣୀ ମନ୍ଦିରରେ ଦୁଇଦିନ ଭକ୍ତଙ୍କ ଦର୍ଶନ ବନ୍ଦ

ଭଦ୍ରକ,୧୫/୪(ଏସ୍‌ଏସ୍‌ନିୟୁଜ) ୨ ଦିନ ପାଇଁ ଭଦ୍ରକ ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ କରିଛି ପ୍ରଶାସନ। ଅର୍ଥାତ ଆଜିଠାରୁ ୧୭ତାରିଖ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଜଣେ ସେବାୟତଙ୍କର କରୋନା ପଜିଟିଭ୍ ବାହାରିବା ପରେ ଏଭଳି ନିଷ୍ପତି ନେଇଛି ଜିଲ୍ଲାପ୍ରଶାସନ…

୧୯ ଠାରୁ ସବୁ ସ୍କୁଲ ଓ ହଷ୍ଟେଲ ବନ୍ଦ,ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୫/୪(ଏସଏସନିୟୁଜ).ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।…

ମା ହେଲା ମେଘା

ବାରଙ୍ଗ-୧୪/୪(ଏସଏସଏନ୍)ପ୍ରାଣୀଉଦ୍ୟାନ ନନ୍ଦନକାନନରେ  ଅନେକ ସମୟରେ ଖାଦ୍ୟଅଭାବ କୁ ନେଇ ବିଭିନ୍ନ ନୀରିହ ଜୀବଜନ୍ତୁ ନିଜନିଜ ଭିତରେ ମାରପିଟ୍ ହୋଇ କାହାର ଜୀବନ ଯାଉଛି ତ ଆଉ କିଏ ଅସୁସ୍ଥ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଯାହାକୁ ନେଇ ପଶୁପ୍ରେମୀଙ୍କ ମନରେ ଦୁଖଃର ବାତାବରଣ ସୃଷ୍ଟି…

ଶିକ୍ଷାନୁଷ୍ଠାନ ପରେ ଧର୍ମାନୁଷ୍ଠାନରେ କରୋନା

୧-ଆଇପିଏଲ୍‌-୨୦୨୧ : ବୋଲରଙ୍କ କମାଲ , ମୁମ୍ବାଇ ଇଣ୍ଡିଆନ୍‌ସ କୋଲକାତା ନାଇଟ୍ ରାଇଡର୍ସକୁ ୧୦ ରନରେ ହରାଇଲା । ୨--ମହାରାଷ୍ଟ୍ରରେ ଲାଗିବ ନାହିଁ ଲକଡାଉନ । ଉଦ୍ଧବ ଠାକରେଙ୍କ ଘୋଷଣା ପରେ ରାଜ୍ୟବାସୀ ଆଶ୍ୱସ୍ତ । ସେପଟେ ହସ୍ପିଟାଲରେ ଦେଖା ଦେଲାଣି ଅକ୍ସିଜେନ ଅଭାବ । ୩-ଭାକସିନ ଅଭାବକୁ…

ଟ୍ରକ ପଛକୁ ପିଟିଲା ହାଇୱା,୧ ମୃତ

ବାରଙ୍ଗ,୧୩/୪(ଏସଏସନିୟୁଜ) ଚନ୍ଦକା ଥାନା ଅଧିନସ୍ଥ ଜଙ୍ଗଲ ଭିଉ ହୋଟେଲ ନିକଟରେ ଥିବା ଏକ ବ୍ୟାଟେରୀ ଗୋଦାମ ସମ୍ମୁଖରେ ଟ୍ରକ୍ କୁ ପଛପଟୁ ପିଟିଲା ହଇୱା।ଘଟଣାସ୍ଥଳରେ ହାଇୱା ଚଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କ୍ୟାପିଟାଲ…

ପୁଲିସର ଦାଦାଗିରି

୧-ଶେଷ ବଲ୍ ଯାଏ ଜୋରଦାର ଲଢ଼େଇ: ସାମସନଙ୍କ ଶତକୀୟ ପାଳି ବେକାର, ୪ ରନ୍‌ରେ ଜିତିଲା ପଞ୍ଜାବ । ୨-ଭୁବନେଶ୍ଵରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍‌ପିଟାଲ୍‌, ୩୪୦କୋଟି ଟଙ୍କା ଅନୁଦାନ ଦେବେ ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ । ୩-କରୋନାକୁ ନେଇ ବିଶେଷଜ୍ଞଙ୍କ ଆକଳନ । ଓଡିଶାରେ ମେ ମାସରେ…

ଆଜି ଭୁବନେଶ୍ୱରରେ ୧୯୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୨/୪(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱରରେ ଆଜି କରୋନା ପଜିଟିଭ୍ ୧୯୦ରେ ପହଁଚିଛି ।୨୪ଘଂଟା ମଧ୍ୟରେ ଦିନକ ମଧ୍ୟରେ ବଡଗଡ, ଖଣ୍ଡଗିରି, ପୁରୁଣା ଭୁବନେଶ୍ୱର, ଝାରପଡା, ସାମନ୍ତବିହାର ,ମଂଚେଶ୍ୱର ଓ ସୁନ୍ଦରପଦା ଅଂଚଳରୁ ଏକାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ ୧୫୨ ଜଣ…