ଚାଷୀଙ୍କ ଆହ୍ୱାନ-ଘରେ ବଜାନ୍ତୁ ଥାଳି

ଖବର ଆଜିର,ତାରିଖ,୨୧-୧୨-୨୦ ସୋମବାର

0 356

୧-ସାବଧାନ ! ଆହୁରି ଥରିବ ଓଡିଶା । ୩ ଦିନ ମାଡିବସିବ ବାଘୁଆ ଶୀତ । ସତର୍କ କରାଇଲା ପାଣିପାଗ କେନ୍ଦ୍ର
୨-ପରୀ ହତ୍ୟା ମାମଲା: କଲେଜ ଛାତ୍ରକୁ ବାନ୍ଧିଲା ଏସ୍‌ଆଇଟି, ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ ।
୩-ବୟସ ୯ ବର୍ଷ, ବାର୍ଷିକ ଆୟ ୨୨୦ କୋଟି: ଲଗାତର ୩ ଥର ‘ହାଏଷ୍ଟ ପେଡ୍ ୟୁଟ୍ୟୁବର’ ହେଲେ କୁନି ପୁଅ ଟେକ୍ସାସ ର ରିଆନ କାଜି।
୪-ପୁରୀ ଓ ଓଡ଼ିଶା ପାଇଁ ଗର୍ବ: ମିସ୍ ଇଣ୍ତିଆ ଫଟୋଜେନିକ୍ ଫେସ୍ ପ୍ରତିଯୋଗୀତାରେ ବିଜୟୀ ହେଲେ ପୁରୀ ଝିଅ ଅପର୍ଣ୍ଣା ଦାଶ
୫-ପରୀକୁ ନ୍ୟାୟ ଦେବା ପାଇଁ ବିଜେପିର ବିଶାଳ ପଦଯାତ୍ରା । ଭୁବନେଶ୍ୱରରୁ ନୟାଗଡ ଯଦୁପୁରକୁ ୧୦୦ କିଲୋମିଟର ବାହାରିଲେ ବିଜେପିର ତୁଙ୍ଗ ନେତା ।
୬-ଦେଶବାସୀଙ୍କୁ ଚାଷୀଙ୍କ ଆହ୍ୱାନ! ଡିସେମ୍ବର ୨୩ରେ ଓଳିଏ ରଖନ୍ତୁ ଉପବାସ, ୨୭ ତାରିଖ ‘ମନକି ବାତ୍‌’ରେ ଘରେ ବଜାନ୍ତୁ ଥାଳି ।
୭-ଅଷ୍ଟ୍ରେଲିଆ ହାତରୁ ଲଜ୍ଜାଜନକ ପରାଜୟ ପରେ ବି କୋହଲିଙ୍କ ଟେଷ୍ଟ ମାନ୍ୟତାରେ ସୁଧାର, ସ୍ମିଥ୍‌ଙ୍କ ହେଲେ ନିକଟତର .।
୮-ଶେଷ ହେଲା ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ, ରାଜ୍ୟର ହକ୍ ଓ ସ୍ଵାର୍ଥ ପାଇଁ ଦଳ ପ୍ରସ୍ତୁତ କଲା ରଣନୀତି, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର ।
୯-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆସନ୍ତା ୬ ମାସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।
୧୦-ନେପାଳରେ ରାଜନୈତିକ ସଂକଟ ଗମ୍ଭୀର । ପ୍ରଧାନମନ୍ତ୍ରୀ ଓଲି ଭାଙ୍ଗିଦେଲେ ସଂସଦ । ଏପ୍ରିଲ ୩୦ ପରେ ହୋଇପାରେ ନିର୍ବାଚନ
୧୧-ଗୋଆ ଆନ୍ତର୍ଜାତିୟ ଫିଲ୍ମ ଫେଷ୍ଟିଭାଲ ପାନୋରମାରେ ନୀଳମାଧବ ପଣ୍ଡାଙ୍କ ନିର୍ମିତ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ ।
୧୨-ରାଜ୍ୟ ସରକାର-ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆଲୋଚନା, ୩ ମାସରେ ଲାଗୁ ହେବ ସପ୍ତମ ବେତନ କମିସନ
୧୩-ତ୍ବରାନ୍ବିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ କାର୍ଯ୍ୟ: ମହାକାଳପଡ଼ାରେ ପ୍ରସ୍ତାବିତ ବନ୍ଦରସ୍ଥଳକୁ ଅନୁଧ୍ୟାନ କଲେ ମୁଖ୍ୟ ସଚିବ, ୫-ଟି ସଚିବ ।
୧୪-ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତିକୁ ଉପେକ୍ଷା; ଏମ୍‍ବିବିଏସ୍‍ ପରୀକ୍ଷା ପାଇଁ ପ୍ରକାଶ ପାଇଲାନି ସୂଚୀ ।
୧୫-UKରେ ନୂଆ Covid ଷ୍ଟ୍ରେନ୍‌କୁ ନେଇ ସୋମବାର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଜରୁରି ବୈଠକ, ସାମିଲ ହୋଇପାରନ୍ତି WHO ପ୍ରତିନିଧି ।
୧୬-ମିଛ ପ୍ରମାଣପତ୍ର ଦେଇଥିବା ୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛି ପାକିସ୍ତାନ ସରକାର।

 

Leave A Reply

Your email address will not be published.