ଚିକିତ୍ସାଳୟରେ ଉତ୍ତେଜନା

ଭୁବନେଶ୍ୱର,୬/୧୨(ଏସଏସନିଉଜ)ଟିଟାନାଶ ବଦଳରେ କୁକୁର କାମୁଡ଼ା ଇଞ୍ଜେକସନ ଦେବାରୁ ନୀଳଗିରି ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଥିଲା । ବ୍ଳେଡରେ ହାତ କଟିଯିବାରୁ ମେଡିକାଲ ଆସିଥିବା ନାବାଳକକୁ ଭୁଲ୍ ଇଞ୍ଜେକସନ୍ ଦିଆଯାଇଥିବା ଜାଣିବା ପରେ ପରିବାର ଲୋକଙ୍କ ହୋହଲ୍ଲା କରିଛନ୍ତି ।

- Advertisement -

Leave A Reply

Your email address will not be published.