କଲେଜରେ ହେଲା ସଙ୍ଗୀତ ପ୍ରତିଯୋଗୀତା

0 518

ବାରଙ୍ଗ,୯/୧(ଏସଏସନିଉଜ)ଗୁରୁବାରଦିନ ବାରଙ୍ଗକୁଞବିହାରୀ ମହାବିଦ୍ୟାଳୟରେ ଆନ୍ତ ମହାବିଦ୍ୟାଳୟ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହାକୁ କଲେଜର ଅଧକ୍ଷ ପ୍ରଫେସର ବିମଳଚରଣଦାସ ଉଦଘାଟନ କରିଥିଲେ ।ମହାବିଦ୍ୟାଳୟ ସାଂସ୍କୃତିକପରିଷଦର ସଦସ୍ୟ ଡାକ୍ତର ସୁଜାତା ହୋତା,ଡାକ୍ତର ଲିପିପୁଷ୍ପାନାୟକ,କିଶୋରଚନ୍ଦ୍ରସାହୁ,ପ୍ରଣୟିନିମିଶ୍ର,ଦିପ୍ତୀମୟୀସାମଲ,ବଟକୃଷ୍ନବେହେରା ଏହାକୁ ପରିଚାଳନା କରିଥିଲେ ।ଷ୍ୱାର୍ଟସାଇର୍ନ୍ସ କଲେଜର ଯୁକ୍ତ୩ ଛାତ୍ରୀ ଶୁଶ୍ରୀ ଶୁଭଜ୍ୟୋତି ପ୍ରଥମ,କୁଞବିହାରୀମହାବିଦ୍ୟାଳୟର ଯୁକ୍ତ୨ପ୍ରଥମବର୍ଷର ଛାତ୍ରୀ ପ୍ରିୟଙ୍କା ସେନାପତି ଦ୍ୱିତୀୟ,କମଳାନେହରୁ ମହାବିଦ୍ୟାଳୟର ଯୁକ୍ତ୩ଦ୍ୱିତୀୟବର୍ଷର ଛାତ୍ରୀ ସୋନାଲିପଣ୍ଡା ତୃତୀୟ ଓ ସାଇଶ୍ୱରୀପାତ୍ର ବିଚାରକମାନଙ୍କଦ୍ୱାରା ସ୍ୱତନ୍ତ୍ର ଭାବେ ମନୋନିତ ହୋଇ ପୁରସ୍କାର ପାଇଥିଲେ ।

Leave A Reply

Your email address will not be published.