କରୋନା ନମ୍ବର ରେ ପ୍ରେମ ନିବେଦନ!

0 262

ଭୁବନେଶ୍ବର:୨୧/୪(ଏସ୍ଏସଏନ୍) ସାରା ଦେଶବାସୀ କରୋନା କୁ ନେଇ ଭୟଭୀତ ହୋଇ ପଡିଥିବା ବେଳେ ଜଣେ ଯୁବକ କରୋନା ପାଇଁ ସରକାର ଜାରି କରିଥିବା ହେଲ୍ପ ଲାଇନ୍ ନମ୍ବର ୧୦୪ କୁ କଲ କରି ହେଲ୍ପ ଲାଇନ୍ ରେ କାର୍ଯ୍ୟ କରୁଥିବା ଜଣେ ଯୁବତିକୁ ପ୍ରେମ ନିବେଦନ କରିଥିବା ଜଣା ପଡିଛି । ଯୁବକ ଜଣକ ନାମ ସୁର୍ଯ୍ୟମଣି ନାୟକ ବୋଲି ତାଙ୍କ ଭଏସ୍ କଲ ରେକୋର୍ଡିଙ୍ଗ ରୁ ଜଣା ପଡିଛି । ତେବେ ଯୁବକ ଜଣକ କିଏ ସେନେଇ ଛାନ୍ ଭିନ୍ ଜାରି ରହିଛି ।

Leave A Reply

Your email address will not be published.