କରୋନା ଅପଡେଟ୍ (୨୮-୩-୨୦)

0 244

ଭୁବନେଶ୍ୱର,୨୮/୩(ଏସ୍‌ଏସ୍‌ନିୟୁଜ)ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ଜଣ ଆସିଛନ୍ତି ।ବିମାନରେ ୩୧ଜଣ,ଝିଅ,ସ୍ତ୍ରୀଙ୍କ ସମେତ ଡ୍ରାଇଭର ଓ ୩ଜଣ ସହାୟିକା,ବ୍ୟାଙ୍କରେ ସହଯୋଗୀ ୪୪ଜଣ.ବିଧାନସଭା କର୍ମଚାରୀ ୭ଜଣ,ଚିକିସ୍‌ତ ହୋଇଥିବା କ୍ଲିନିକରେ ୨୧ଜଣ,ପରୀକ୍ଷାହୋଇଥିବା ପାଥୋଲୋଜି ଲ୍ୟାବ୍‌ରେ ୩ଜଣ । ୧୧୨ଜଣଙ୍କ ମଧ୍ୟରୁ ୧୫ଜଣଙ୍କ ସହ ଯୋଗାଯୋଗହୋଇପାରିନାହିଁ । ରାଜ୍ୟରେ ଏଯାଏଁ ପରୀକ୍ଷା ହୋଇଛି ୨୫୬ ସନ୍ଦିଗ୍ଧ ରୋଗୀଙ୍କ ନମୁନା ।୨୫୬ନମୁନାରୁ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବାଗ୍‌ଚୀଙ୍କ ସୁଚନା ।ଏହି ୩ଜଣ ଯାକ ରୋଗୀ ସାଧାରଣ ଖାଦ୍ୟ ଖାଉଛନ୍ତି,ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସୁଚନା ଦେଇଛନ୍ତି ।

Leave A Reply

Your email address will not be published.