ଡାକ୍ତରଙ୍କ ନାଆଁରେ ଅଭିଯୋଗ

ବାରିପଦା,୧୩/୧୨(ଏସଏସନିଉଜ) ବାରିପଦାର ପିଆରଏମ୍ ମେଡିକାଲରେ କାର‌୍ୟ୍ୟରତ ଜଣେ ଡାକ୍ତରଙ୍କ ନାଆଁରେ ଅସଦାଚରଣ ଅଭିଯୋଗ ଆସିଛି। ଚିକିତ୍ସା ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛିା ଏହାପରେ ଉକ୍ତ ଡାକ୍ତରକୁ ପୁଲିସର ପଚରାଉଚରା ଆରମ୍ଭ ହୋଇଛି ।

- Advertisement -

Leave A Reply

Your email address will not be published.