ଦିତୀୟ ଲହରି ପାଇଁ ବିଏମସି ଜାରି କଲା କଟକଣା

0 468

ଭୁବନେଶ୍ୱର,୧୧/୧୧(ଏସ୍‌ଏସ୍‌ନିୟୁଜ)କରୋନାର ଦିତୀୟ  ଲହରି ଦୃଷ୍ଟିରୁ ବିଏମସି ଜାରିକରିଛି କଟକଣା ।ଏଣିକି ବିବାହ କାର୍ଯ୍ୟରେ ସର୍ବାଧିକ ୧୦୦ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ୫୦ଜଣ ପାଇଁ ଅନୁମତି ଦେଇଛି ବିଏମସି । ଆସନ୍ତା ୨୫ତାରିଖଠାରୁ ଏହି ନୁଆ ନୀୟମ ବିଏମସି କାର୍ଯ୍ୟକାରୀ କରିବାକୁ ଯାଉଛି । ଗୋଟେପଟେ ରାଜଧାନୀରେ ସଂକ୍ରାମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଅନ୍ୟପଟେ ଶୀତ ଧିରେଧିରେ ବଢିବାକୁ ଆରମ୍ଭ କରିଥିବାରୁ କରୋନାର ଦିତୀୟ  ଲହରିର ସମ୍ଭାବନା ରହିଥିବାର ଆଶଙ୍କା କରି ବିଏମସି ପକ୍ଷରୁ ଏହିଭଳି ପଦକ୍ଷପ ଗ୍ରହଣ କରାଯାଇଛି । ତେବେ ଅନ୍‌ଲକ-୬ର ଗାଇଡଲାଇନରେ ବିବାହପାଇଁ ୨୦୦ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ୧୦୦ଜଣ ପାଇଁ ଅନୁମତି ରହିଥିଲା । କିନ୍ତୁ ଏଥିରେ ପରିବର୍ତନ କରିଛି ବିଏମସି ।

Leave A Reply

Your email address will not be published.