ଏକାଠି ହେଲେ ମହିଳା

0 288

ବାରଙ୍ଗ,୧୭/୨(ଏସଏସନିୟୁଜ)ମେଣ୍ଢାଶାଳର ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ମେଳଣପଡିଆରେ ମହିଳା ସଙ୍ଗଠନ ତରଫରୁ ଏକ ମହିଳା ସମ୍ମିଳନୀ କୈାଶଲ୍ୟାବଳିଆରସିଂଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟବକ୍ତାଭାବେ କ୍ରିଷ୍ନାପ୍ରିୟମିଶ୍ର,ରଜନିବାଳାଦାଶ,ସୁମିତ୍ରାପ୍ରଧାନ,ରଶ୍ମିତାସାମନ୍ତରାୟ,ପ୍ରତିମାପରିଜା ପ୍ରମୁଖ ଯୋଗଦାନ କରି ସରକାରଙ୍କର ମହିଳାମାନଙ୍କ ପ୍ରତି ହେଉଥିବା ଯୋଜନା ବିଷୟରେ ବୁଝାଇବା ସହ ସେଗୁଡିକର ଲାଭ ପାଇବାକୁ ଆହ୍ୱାନ ଦେଇଥିଲେ । ଗ୍ରାମଂଚଳରେ ମହିଳାମାନଙ୍କର ବିଭିର୍ଣ ସମସ୍ୟା,ପାଇଖାନା, ବିୁଜୁଳିଯୋଗାଣ, ଉଜ୍ୱଳା,ଆବାସ ଯୋଜନା,ପାନୀୟଜଳଯୋଗାଣ ଯୋଜନାରେ ହେଉଥିବା ତୃଟିକୁ ସରକାରଙ୍କ ପାଖରେ ପହଁଚାଇବାକୁ ଉପସ୍ଥିତ ମହିଲାମାନେ କହିଥିଲେ ।ଏଥିରେ ୫ଶହରୁ ଉର୍ଦ୍ଧ ମହିଳାମାନେ ଯୋଗଦାନ କରିଥିଲେ ।
(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ-ସତ୍ୟସନ୍ଧାନ)

Leave A Reply

Your email address will not be published.