ଏକାମ୍ର ଫୁଷ୍ପବାଟିକା ସମ୍ମାନୀତ

0 248

ମେଣ୍ଢାଶାଳ,୧୫/୧(ଏସ୍‌ଏସ୍ ନିୟୁଜ) ଆଂଚଳିକ ଉଭିଦଉଦ୍ୟାନ କେନ୍ଦ୍ର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପୁଷ୍ପପର୍ଦଶନୀ-୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏହି ପଦର୍ଶନୀରେ ଏକାମ୍ରକାନନ ଫାର୍ମ,ନୁଆପଲୀ ଫାର୍ମ ଚଳିତବର୍ଷର ପ୍ରଥମସ୍ଥାନ ଅଧିକାର କରିଛି । ପୁରସ୍କାରବିତରଣୀ ଉସ୍‌ବରେ ମୁଖ୍ୟ ଅତିଥିଭାବେ ପରିବେଶ ସନ୍ତୁଳନବିଭାଗର ଅଧକ୍ଷ ମାଲୋଥିମୋହନ ,ସମ୍ମାନୀତଅତିଥି ରୁପେ ଅତିରିକ୍ତ କୃଷି ନିର୍ଦ୍ଦେଶକ ପ୍ରଫୁଲକୁମାରସ୍ୱାଇଁ ଅତିଥିଭାବେ ଯୋଗଦେଇ ସହକାରୀ ଉଦ୍ୟାନ କୃଷିନିର୍ଦ୍ଦେଶକ ଗୀତାଶ୍ରୀପାଢୀଙ୍କୁ ସିଲ ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଫାର୍ମ ପରିସରରେ ଥିବା ଅର୍କିଟୟୁନିଟକୁ ଦ୍ୱିତୀୟପୁରସ୍କାର ଦିଆଯାଇଥିଲା । ଏହି ଫାର୍ମ ପରିସରରେ ଉନ୍ନତ କଲମି ଫଳଚାରା ଓ ଫୁଲଚାରା ସର୍ବସାଧାରଣଙ୍କ ବିକ୍ରୟ ପାଇଁ ରଖାଯାଇଥିବାର ଶ୍ରୀମତି ପାଢୀ ପ୍ରକାସ କରିଛନ୍ତି ।

Leave A Reply

Your email address will not be published.